Monday, 07/October/2024 11:54
Mo Dhenkanal
ଢେଙ୍କାନାଳ ଖବର

ପରଜଙ୍ଗ ବିଧାୟକ ଙ୍କ ସ୍ମାର୍ଟ କ୍ଲାସ ରୁମ ପରିଦର୍ଶନ !

ମୋଢେ: ପରଜଙ୍ଗ ନିର୍ବାଚନ ମଣ୍ଡଳୀର ମୁକ୍ତାପଶି ଅଞ୍ଚଳ ସରକାରୀ ଉଚ୍ଚ ବିଦ୍ୟାଳୟ, ପରଜଙ୍ଗ ମହେଶଚନ୍ଦ୍ର ସୁବାହୁସିଂହ ଉଚ୍ଚ ବିଦ୍ୟାଳୟ, କଙ୍କଡ଼ାସୁଡା ସରକାରୀ ଉଚ୍ଚ ବିଦ୍ୟାଳୟ ୫ଟି ସ୍ମାର୍ଟ କ୍ଲାସ ରୁମ ପରିଦର୍ଶନ ରେ ପରଜଙ୍ଗ ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁ ପହଞ୍ଚି ଥିଲେ ।
ଶ୍ରୀ ସାହୁ ସ୍ମାର୍ଟ କ୍ଲାସ୍ ରୋମ ପରିଦର୍ଶନ କରି ସମସ୍ତ ତଦାରଖ କରିବା ସହ କରୋନା ମହାମାରୀ ତୃତୀୟ ଲହର କୁ ଦୃଷ୍ଟିରେ ରଖି ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ମାକ୍ସ ଓ ସାନିଟାଇଜର ବଣ୍ଟନ କରି କହିଥିଲେ ।

FB_IMG_1686103726896
Picsart_22-04-11_10-18-21-175

IMG-20230205-WA0003
Picsart_22-04-11_10-18-21-175

Picsart_22-04-11_10-18-21-175


ଶ୍ରୀ ସାହୁ ତୃତୀୟ ଲହରୀ କୁ ହାଲୁକା ଭାବେ ନେବା ଉଚିତ୍ ନୁହେଁ ସବୁବେଳେ ସଚେତନ ରେ ରହିବା ସହ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରାଇବା ନିହାତି ଆବଶ୍ୟକ। ଆଜିର ଛାତ୍ର ଛାତ୍ରୀ ଆଗାମୀ ଦିନର ଭବିଷ୍ୟତ । ରାଜ୍ୟ ସରକାର ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ଜୀବନ ଜୀବିକା , ଛାତ୍ର ଛାତ୍ରୀ ଙ୍କ ସୁସ୍ଥ ସୁରକ୍ଷିତ ଜୀବନ, ଶିକ୍ଷାର ବିକାଶ ପ୍ରସାର ପାଇଁ ସବୁବେଳେ ଗୁରୁତ୍ଵ ଦେଇ ଆସି ଅଛନ୍ତି ବୋଲି ନିଜ ବକ୍ତବ୍ୟ କହିଥିଲେ ।
ଉକ୍ତ କାର୍ଯ୍ୟକ୍ରମ ରେ ପରଜଙ୍ଗ ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା , ପରଜଙ୍ଗ ସରପଞ୍ଚ ତଥା ଛାତ୍ର ବିଜେଡ଼ି ସଭାପତି ପ୍ରିୟଜିତ୍ ସାମଲ, ପରଜଙ୍ଗ ଯୁବ ବିଜେଡ଼ି ସଭାପତି ସୁବ୍ରତ ଦାସ, କଙ୍କଡ଼ାସୁଡା ସରପଞ୍ଚ ପବିତ୍ର ସାହୁ, ସୋସିଆଲ ମିଡ଼ିଆ ତରଣୀ ସେନ୍ ପ୍ରମୁଖ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

fourteen − 5 =