Thursday, 25/April/2024 10:28
Mo Dhenkanal
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ଓ.ପି.ଏସ ମହାବିଦ୍ୟାଳୟ ପରିସରରେ ଭରଚୁଆଲ ମୋଡରେ +୩ ଛାତ୍ରଛାତ୍ରୀଙ୍କୁ ସ୍ୱାଗତଂ

ଓ.ପି.ଏସ ମହାବିଦ୍ୟାଳୟ ହିନ୍ଦୋଳରୋଡ ଢେଙ୍କାନାଳରେ ‘ରାଜନୀତିଵିଜ୍ଞାନ ‘ ବିଭାଗରେ ଭରଚୁଆଲ ମୋଡ ମଧ୍ୟରେ +୩ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା ସୋମବାର ଦିନ ଓ.ପି.ଏସ ମହାବିଦ୍ୟାଳୟ ପରିସରରେ +୩ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ଶମ୍ଭୁ ପ୍ରସାଦ ପ୍ରଧାନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଭାଷଣ ମଧ୍ୟରେ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି ବୋଲି ପ୍ରତିପାଦିତ କରିଥିଲେ। କଠିନ ସମୟ କିଛି ନୁହେଁ ତୁମେ ଯେଭଳି କର୍ମ କରିବା ସେଭଳି ଫଳ ନିଶ୍ଚିତ ଭାବେ ପାଇବ ଏହା ହିଁ ଏହି ମହାମାରୀର ପ୍ରକୃତ ତଥ୍ୟ ଅଟେ ꘡ମହାବିଦ୍ୟାଳୟର ଅଧ୍ୟାପକ ରଞ୍ଜନ କୁମାର ସହୁ , ପ୍ରାଧ୍ୟାପିକା ଡ଼ଃ ମାନସୀ କର ଉକ୍ତ ସଭାରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ , ଛାତ୍ରୀ ଲିପିକା ସାହୁ ,ପୃଥ୍ୱୀରାଜ ନାୟକ ,ବାବୁଲ ସାହୁ ପ୍ରଭୁତି ଏଥିରେ ସହଯୋଗ କରିଥିଲେ ꘡

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

19 − thirteen =