Thursday, 25/April/2024 10:16
Mo Dhenkanal
ଢେଙ୍କାନାଳ ଖବର

ମୁକ୍ତାକାଶ ଗ୍ରନ୍ଥାଗାର ଖୁସି ଉଦଘାଟିତ ।

ଢେଙ୍କାନାଳେ ଆଇଆଇଏମସିରେ ଏକ ଖୋଲା ପାଠାଗାର ତଥା ମୁକ୍ତାକାଶ ଗ୍ରନ୍ଥାଗାର ଉଦ୍ଘାଟିତ ହୋଇଯାଇଛି । ଏହାକୁ ବରିଷ୍ଠ ନାଟ୍ୟକାର ସୁବୋଧ ପଟ୍ଟନାୟକ ଓ ନାଟ୍ୟ ନିର୍ଦେଶକ ଦିନେଶ ଦାସ ଉଦଘାଟନ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ନିର୍ଦେଶକ ମୃଣାଳ ଚାଟାର୍ଜୀ ଉପସ୍ଥିତ ରହିଥିଲେ ।

FB_IMG_1686103726896
Picsart_22-04-11_10-18-21-175


ଅନ୍ୟମାନଙ୍କ ମଧ୍ୟରେ ସେକ୍ସନ ଅଫିସର୍ କେଦାରନାଥ ଜେନା, ସହକାରୀ ପ୍ରଫେସର ଡ ଜ୍ୟୋତି ପ୍ରକାଶ ମହାପାତ୍ର, ଶିକ୍ଷା ସଂଯୋଜକ ଜିତେନ୍ଦ୍ର ପତି, ଗ୍ରନ୍ଥାଗାରିକା ଶୁଭଙ୍କରୀ ଦାସ ଓ ଅନ୍ୟ ଶିକ୍ଷକ ଏବଂ କର୍ମଚାରୀ ଉପସ୍ଥିତ ଥିଲେ। ଏ ମୁକ୍ତାକାଶ ଗ୍ରନ୍ଥାଗାରର ଡିଜାଇନ୍ କରିଛନ୍ତି ବୈଷୟିକ ସଂଯୋଜକ ବଦ୍ରିନାଥ ଜେନା।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

2 × 5 =