Thursday, 25/April/2024 03:32
Mo Dhenkanal
ଢେଙ୍କାନାଳ ଖବର

ଓଡିଶା ଜନତା ପାର୍ଟୀ ତରଫରୁ ପୌର ନିର୍ବାଚନ ପାଇଁ ବୈଠକ ।

ଓଡିଶା ଜନତା ପାର୍ଟୀ ତରଫରୁ ଢେଙ୍କାନାଳ ପୌର ପରିଷଦ ର ନିର୍ବାଚନ ପାଇଁ ନଗରପାଳ ପ୍ରାର୍ଥୀନୀ ରାଜଲକ୍ଷ୍ମୀ ବେହେରା ଙ୍କ ଉପସ୍ଥିତି ରେ ଜିଲ୍ଲା ସଭାପତି ପ୍ରତାପ କୁମାର ପଣ୍ଡା ଙ୍କ ଦ୍ୱାରା ପ୍ରସ୍ତୁତି ବୈଠକ ୧୩ ନମ୍ବର ୱାର୍ଡ ରେ ଅନୁଷ୍ଠିତ ହୋଇ ଯାଇ ଅଛି!

FB_IMG_1686103726896
Picsart_22-04-11_10-18-21-175

ଏହି ବୈଠକ ରେ ଦଳର ସମସ୍ତ ପାର୍ଥୀ,କର୍ମକର୍ତ୍ତା ଓ ୱାର୍ଡ ର ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ପୌର ନିର୍ବାଚନ ନିମନ୍ତେ ହେବାକୁ ଥିବା ପ୍ରସାରପ୍ରଚାର ବିଷୟରେ ଆଲୋଚନା କରାଯାଇଥିଲା ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

12 − two =