Monday, 22/April/2024 03:19
Mo Dhenkanal
ଢେଙ୍କାନାଳ ଖବର

ହିନ୍ଦୋଳ ବ୍ଲକରେ ଉଦଘାଟନ ହେଲା କୋଭିଡ କେୟାର ସେଣ୍ଟର

ହିନ୍ଦୋଳ ବ୍ଲକରେ ଉଦଘାଟନ ହେଲା କୋଭିଡ କେୟାର ସେଣ୍ଟର

FB_IMG_1686103726896
Picsart_22-04-11_10-18-21-175

ହିନ୍ଦୋଳ ଉପଖଣ୍ଡରେ ଥିବା ଆଦର୍ଶ ବିଦ୍ୟାଳୟ ପରିସରରେ ସ୍ୱତନ୍ତ୍ର କୋଭିଡ୍ କେୟାର ସେଣ୍ଟରକୁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଉଦଘାଟନ କରିଛନ୍ତି।୫୦ ଶଯ୍ୟା ବିଶିଷ୍ଟ ଏହି ଉପଖଣ୍ଡ ସ୍ତରୀୟ କେୟାର ସେଣ୍ଟରରେ ସମସ୍ତ ଡାକ୍ତର, ନର୍ସ ଓ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି।

IMG-20230205-WA0003
Picsart_22-04-11_10-18-21-175

ଏଥିପାଇଁ ଦୁଇଜଣ ଆୟୁଷ ଡାକ୍ତର ଏବଂ ୨୦ ଜଣ ନର୍ସଙ୍କୁ ନିଯୁକ୍ତ କରାଯାଇଛି, ଜିଲ୍ଲାପାଳଙ୍କ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଷମା ରାଣୀ ମିଶ୍ର, ପିଡ଼ି ଡିଆରଡିଏ ନରୋତ୍ତମ ବେହେରା,

Picsart_22-04-11_10-18-21-175

ହିନ୍ଦୋଳ ଉପଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ହିନ୍ଦୋଳ ବିଡ଼ିଓ ଦେବୀଦତ୍ତ ମହନ୍ତ, ଉପଖଣ୍ଡ ଚିକିତ୍ସାଧିକାରୀ ଏବଂ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଏହି ଉଦଘାଟନରେ ଉପସ୍ଥିତ ରହିଥିଲେ।

ରିପୋର୍ଟ- ବିଜ୍ଞାନ ମହାନ୍ତି, ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

five × 3 =