Monday, 07/October/2024 10:36
Mo Dhenkanal
ଢେଙ୍କାନାଳ ଖବର

ମହିଳା ମହାବିଦ୍ୟାଳୟ ରେ ଦୁଇ ଦିନିଆ ଜାତୀୟ ସେମିନାର “ପୁରୁଷ ଙ୍କ ମନସ୍ତାତ୍ତ୍ୱିକ ପରିବର୍ତ୍ତନରେ ହିଁ ନାରୀ ସମସ୍ୟା ଦୂରୀଭୂତ ହୋଇପାରିବ ” ।

ଭୁବନ ୧୯.୧୧- ଭୁବନ ମହିଳା ଡିଗ୍ରୀ ମହାବିଦ୍ୟାଳୟରେ ଆଇ ସି ଏସ ଏସ ଆର , ନୂଆଦିଲ୍ଲୀ ଆନୁକୁଲ୍ୟରେ ଦୁଇ ଦିନିଆ ଜାତୀୟ ସେମିନାର ଉଦଘାଟିତ ହୋଇଯାଇଛି । ଓଡ଼ିଶା ହ୍ୟୁମାନ ରାଇଟସ୍ କମିଶନ ସଦସ୍ୟ ଅସୀମ ଅମିତାଭ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।

FB_IMG_1686103726896
Picsart_22-04-11_10-18-21-175

ଏକବିଂଶ ଶତାବ୍ଦୀରେ ନାରୀ ଙ୍କ ପାଇଁ ସମସ୍ୟା ଓ ଆହ୍ବାନ ସମ୍ପର୍କରେ ରମାଦେବୀ ମହିଳା ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।

IMG-20230205-WA0003
Picsart_22-04-11_10-18-21-175

ଅନ୍ୟତମ ବକ୍ତା ଭାବେ ରାଉରକେଲା ନିଟ ଅର୍ଥନୀତି ପ୍ରଫେସର ଜଳଧର ପ୍ରଧାନ ସ୍ବାସ୍ଥ୍ୟ ଓ ମହିଳା ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ। ଭୁବନେଶ୍ୱର ଆଇଆଇଟି ଇଂରାଜୀ ପ୍ରଫେସର ଅକ୍ଷୟ କୁମାର ରଥ ନାରୀ ଙ୍କ ପ୍ରଗତିରେ ସମାଜର ଉତ୍ଥାନ ହୋଇ ପାରିବା ସହ ନିଜ ମାନସିକତା ଦ୍ଵାରା ଏହାର ପରିବର୍ତ୍ତନ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ବରିଷ୍ଠ ଆଇନଜୀବୀ ଶ୍ରୀନିବାସ ମହାନ୍ତି ଆଇନ ଆଜି ନାରୀ ଶକ୍ତିକୁ ସୁଦୃଢ଼ କରିପାରିଛି ଓ ଆମ ମାନଙ୍କର ମନସ୍ତାତ୍ତ୍ୱିକ ପରିବର୍ତ୍ତନରେ ହିଁ ନାରୀ ସମସ୍ୟା ଦୂରୀଭୂତ ହୋଇପାରିବ ବୋଲି ମତ ଦେଇଥିଲେ ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

three × one =