Monday, 07/October/2024 11:51
Mo Dhenkanal
ଢେଙ୍କାନାଳ ଖବର

ସାଂସଦଙ୍କ ମୋ ସ୍କୁଲ ଅଭିଯାନ ରେ ସ୍କୁଲ ପରିଦର୍ଶନ !

  ଶିକ୍ଷକ ଓ ଶିକ୍ଷାଦାନ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ। ପ୍ରତ୍ୟେକ ବିଦ୍ୟାଳୟରେ ଶିକ୍ଷକମାନେ ଶିକ୍ଷାଦାନକୁ ବିଦ୍ୟାର୍ଥୀମାନଙ୍କ ପାଖରେ ମୁଳମନ୍ତ୍ର ଭାବେ ପ୍ରତିପାଦନ କଲେ ଶିକ୍ଷାର ଗରୁୁତ୍ୱ ଯଥେଷ୍ଟ ବଢିବ। ଏହି ବର୍ଦ୍ଧିତ ଶିକ୍ଷାଦାନ ଆଗାମୀ ପିଢି ଙ୍କୁ ବିଭିନ୍ନ
ବିକାଶ କ୍ଷେତ୍ରରେ ଖୁବ ସହାୟକ ହେବ। ଏଥିପାଇଁ ଶିକ୍ଷାମନ୍ତ୍ରକୁ ଯଥେଷ୍ଟ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଢେଙ୍କାନାଳ ସାଂସଦ ମହେଶ ସାହୁ ମଙ୍ଗଳବାର ତାଙ୍କ ସଂସଦୀୟ କ୍ଷେତ୍ର ମୋ ସ୍କୁଲ ଅଭିଯାନରେ ପରିଦର୍ଶନ କରିଥିବା ବିଭିନ୍ନ ବିଦ୍ୟାଳୟରେ ପ୍ରକାଶ କରିଥିଲେ।

FB_IMG_1686103726896
Picsart_22-04-11_10-18-21-175

IMG-20230205-WA0003
Picsart_22-04-11_10-18-21-175

Picsart_22-04-11_10-18-21-175

ସାଂସଦ  ହିନ୍ଦୋଳ ବ୍ଲକ୍ ଅନ୍ତର୍ଗତ କୁରୁମିଠା ପଲ୍ଲୀ ବିକାଶ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିରାଜ୍ୟ ସରକରଙ୍କ ମୋ ସ୍କୁଲ ଅଭିଯାନରେ  ବିଭିନ୍ନ ଉନ୍ନତିମଳକ କାର୍ଯ୍ୟ କିପରି ଚାଲିଛି ତାହା ବୁଝିବା ସହିତ ସେଠାରେ ନୂତନ କମ୍ପ୍ୟୁଟର
ଲାଇବ୍ରେରୀ ଓ ସାଇନ୍ସ ଲାବରଟୋରୀର ଗୃହ ଗୁଡିକ ର ନିର୍ମାଣ କାର୍ଯ୍ୟକୁ ତଦାରଖ କରିଥିଲେ।ସଂପୃକ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହିତ ଅନ୍ୟାନ୍ୟ ସମସ୍ୟାର କିପରି  ସମାଧାନ ହୋଇପାରିବ ସେ ବିଷୟରେ ଆଲୋଚନା କରିଥିଲେ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

4 × 3 =