Thursday, 25/April/2024 04:40
Mo Dhenkanal
ଢେଙ୍କାନାଳ ଖବର

ଟିପିସିଓଡିଏଲ ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସା ଶିବିର ଉଦ୍ଘାଟିତ ।

ମୋଢେଙ୍କାନାଳ : ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ରାସୋଳ ଗ୍ରାମ ପଞ୍ଚାୟତର ବାବନ୍ଧ ଠାରେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଟିପିସିଓଡିଏଲ ପକ୍ଷରୁ ଅନୁଷ୍ଠିତ ହୋଇଛି ।

FB_IMG_1686103726896
Picsart_22-04-11_10-18-21-175

ସୂଚନା ଥାଉକି ଏହି ଶିବିର ମାଧ୍ୟମରେ ବିନା ମୂଲ୍ୟରେ ଉକ୍ତ ଅଂଚଳର ଅଂଚଳବାସୀଙ୍କୁ ସ୍ୱାସ୍ଥ୍ୟ ସେବା ସହିତ ନିଶୁଳ୍କ ଔଷଧ ପ୍ରଦାନ କରି ଜନ ସାଧାରଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଦୂର କରିବା । ଏହି ଶିବିରରେ ନାମୀ ଡାକ୍ତରମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଥିଲା ।

IMG-20230205-WA0003
Picsart_22-04-11_10-18-21-175

ସମସ୍ତ ଆୟୋଜନ ଗୁଡିକ ଟିପଡିସିଓଡିଏଲର ସହକାରୀ ଯନ୍ତ୍ରୀ ତାପସ ମହାପାତ୍ର ଏ ସବୁ ଆୟୋଜନ କରିବା ସହ ଶିବିରର ଶୁଭ ଉଦଘାଟନ କରିଥିଲେ ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

five × 3 =