Sunday, 06/October/2024 04:52
Mo Dhenkanal
ଢେଙ୍କାନାଳ ଖବର

ମାତୃଭାଷା ଦିବସରେ ଜନଜାତି ଶିକ୍ଷା ସାଧନ ତଥା ଜନଜାତି ସଂଗ୍ରାହାଳୟ ଉଦଘାଟିତ

ଢେଙ୍କାନାଳ ଶିକ୍ଷାବିଭାଗ (ସମଗ୍ର ସିକ୍ଷା) ପକ୍ଷରୁ ଅନ୍ତର୍ଜାତିକ ମାତୃଭାଷା ଦିବସ ଅବସରରେ ଜନଜାତି ଶିକ୍ଷା ସାଧନ ତଥା ଜନଜାତି ସଂଗ୍ରାହାଳୟକୁ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା କଲେ ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ କେନ୍ଦ୍ରର ଅଧକ୍ଷ ଯୋଗଦାନ କରି ଲାଇବ୍ରେରୀ ପ୍ରତିଷ୍ଠା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହି ଲାଇବ୍ରେରୀରେ ଆଦିବାସୀ ମାନଙ୍କର ଚଳନୀ , ବାସ ସ୍ଥାନ , ନିତ୍ୟ ବ୍ୟହାର ଦ୍ରବ୍ୟ , ଶିକାର ବେଳେ ବ୍ୟବହୃତ ଅସ୍ତ୍ର ସସ୍ତ୍ର , ଗହଣା, ଚାଷବାସର ବ୍ୟାବହାର ସାମଗ୍ରୀ ରଖାଯାଇଛି । ଏହାକୁ ସର୍ବସାଧାରଣ ଏବଂ ପ୍ରଜ୍ୟଟକ ମାନେ ସବୁ ସମୟରେ ଦେଖିବାର ସୁଯୋଗ ପାଇବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

FB_IMG_1686103726896
Picsart_22-04-11_10-18-21-175

ବିଜ୍ଞାନ ମହାନ୍ତିଙ୍କ ରିପୋର୍ଟ ମୋ ଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

1 × 5 =