Monday, 07/October/2024 10:35
Mo Dhenkanal
ଢେଙ୍କାନାଳ ଖବର ସ୍ପେସିଆଲ ରିପୋର୍ଟ

ଅଫଲାଇନ ମାଟ୍ରିକ ପରୀକ୍ଷା ଦେବା ପାଇଁ ପୁନଃଫର୍ମ ପୂରଣ ୫ ରୁ ୧୪ଜୁଲାଇ

୨୦୨୧ ମସିହା ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ଫର୍ମ ପୂରଣ କରିଥିବା ପରୀକ୍ଷାର୍ଥୀ ଯଦି ସେମାନଙ୍କ ଫଳାଫଳରେ ସନ୍ତୁଷ୍ଟ ନୁହଁନ୍ତି, ତେବେ ନିଜ ସ୍କୁଲର ପ୍ରଧାନଶିକ୍ଷକଙ୍କ ଜରିଆରେ ଅଫ୍‌ଲାଇନ୍ ପରୀକ୍ଷା ଦେବା ପାଇଁ ପୁନଃ ଫର୍ମ ପୂରଣ (୫ରୁ ୧୪ ଜୁଲାଇ, ୨୦୨୧ ମଧ୍ୟରେ) କରି ପାରିବେ।

FB_IMG_1686103726896
Picsart_22-04-11_10-18-21-175

ପୂର୍ବ ପରୀକ୍ଷାର ଫଳାଫଳ ବିଚାରକୁ ନିଆଯିବ ନାହିଁ। ଏହି ପରୀକ୍ଷା ପାଇଁ ପରୀକ୍ଷା ଫିସ୍ ଛାଡ କରାଯାଇଛି। www.bseodisha.ac.in

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

2 × three =