Sunday, 06/October/2024 04:37
Mo Dhenkanal
ଢେଙ୍କାନାଳ ଖବର

ହିନ୍ଦୋଳ ଲଷ୍ମୀପୂଜା ନିମନ୍ତେ ମାଟି ଅନୁକୂଳ

“ମା” ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ରାଧାକୃଷ୍ନ ଲକ୍ଷ୍ମୀ ପୂଜା କମିଟି ନୂତନପାଟଣା,ହିନ୍ଦୋଳ ତରଫରୁ ଆଜି ମାଟି ଅନୁକୂଳ ପୂଜା କରାଗଲା ।

FB_IMG_1686103726896
Picsart_22-04-11_10-18-21-175

ଆସନ୍ତା ୩୧.୧୦.୨୦୨୦ ରିଖ ରେ ହେବାକୁ ଥିବା ମାଙ୍କ ପୂଜା ପାଇଁ ରାଧାକୃଷ୍ନ ପୂଜା କମିଟି ତରଫରୁ ଶୁଭକାମନା ।
କଟକଣା ଭିତରେ ପାଳନ ହେବ ହିନ୍ଦୋଳ ଲକ୍ଷ୍ମୀ ପୂଜା, ନିରାଡମ୍ବର ପୂଜା ସହ ଲାଗିବନି ଲାଇଟ୍‌ ବାଜିବନି ବାଜା

IMG-20230205-WA0003
Picsart_22-04-11_10-18-21-175

ହିନ୍ଦୋଳ :-ମହାମାରୀ ପାଇଁ ନିରାଡ଼ମ୍ବର ଭାବେ ପାଳିତ ହେବ ଚଳିତ ବର୍ଷ ଗଜଳଷ୍ମୀ ପୂଜା । ପୂଜା ମଣ୍ଡପରେ ପୂଜା ପାଇବେ ମା ଲଷ୍ମୀ । କୋଭିଡ ନିୟମ ଓ ସରକାରଙ୍କ ଅନୁସାରେ ପୂଜା କମିଟି ପକ୍ଷରୁ ଆୟୋଜନ ହେବ ପୂଜ ମଣ୍ଡପ ।ଏଥର ଗଜଲକ୍ଷ୍ମୀ ପୂଜା ଯାତ୍ରାରେ ନାଁ ବସିବ ବଜାର ନାଁ ଲାଗିବ ଲାଇଟ । ବାହାରୁ ଆସୁଥିବା ବ୍ୟବସାୟୀଙ୍କୁ ବି ବାରଣ କରାଯାଇଛି । କେବଳ ସେତିକି ନୁହେଁ ପୂଜା ପରେ ଭସାଣ ବି ନିରାଡମ୍ବର ଭାବେ କରିବାକୁ ନିଷ୍ପତ୍ତି ହୋଇଛି ।

Picsart_22-04-11_10-18-21-175

ରିପୋର୍ଟ- ଶ୍ରୀକାନ୍ତ ମହାପାତ୍ର, ହିନ୍ଦୋଳ ଏବଂ ବିଜ୍ଞାନ ମହାନ୍ତି, ଢେଙ୍କାନାଳ ।

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

twelve + ten =