Monday, 22/April/2024 03:10
Mo Dhenkanal
ଢେଙ୍କାନାଳ ଖବର

ଗିରିଜା ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ସାମୂହିକ ପ୍ରଦ୍ୱୀପ ପ୍ରଜ୍ୱଳନ

“ଗିରିରାଜ ସ୍ବେଚ୍ଛାସେବୀ ଅନୁଷ୍ଠାନ” ପକ୍ଷରୁ କରୋନା ଚିହ୍ନଟ ବ୍ୟକ୍ତିମାନଙ୍କ ପାଇଁ ସାମୂହିକ ପ୍ରଦ୍ବୀପ ପ୍ରଜ୍ବଳନ

FB_IMG_1686103726896
Picsart_22-04-11_10-18-21-175

ଢେ଼ଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ମୋଟଙ୍ଗା ଥାନା ଅନ୍ତର୍ଗତ ମେରାମଣ୍ଡଳୀ ବଜ଼ାର ନିକଟସ୍ଥ ଜଗନ୍ନାଥ ମନ୍ଦିର ପରିସରରେ,”ଗିରିରାଜ ସ୍ବେଚ୍ଛାସେବୀ ଅନୁଷ୍ଠାନ” ପକ୍ଷରୁ କୋରନା ଚିହ୍ନଟ ବ୍ୟକ୍ତିମାନଙ୍କ ପାଇଁ ପ୍ରଦ୍ବୀପ ପ୍ରଜ୍ବଳନ, ପୂଜାର୍ଚ୍ଚନା, ପ୍ରାଥନା କରାଯାଇ ଆଶୁ ଆରୋଗ୍ୟ କାମନା କରାଯାଇଥିଲା ।

IMG-20230205-WA0003
Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମରେ-ଉପଦେଷ୍ଟା ଶ୍ରୀଯୁକ୍ତ ସଞ୍ଜୟ କୁମାର ସାହୁ, ପ୍ରତିଷ୍ଠାତା/ପର୍ବତରୋହି ବିଭରାଣୀ ପାତ୍ର, ସଦସ୍ୟ-ତାପସ କୁମାର କରଣ, ଲଳିତ କୁମାର ସାହୁ ଏବଂ ୨୭ ଜଣ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ ଢେ଼ଙ୍କାନାଳ ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ, ଖଡ୍ଗପ୍ରସlଦ ସରପଞ୍ଚ ନରୋତ୍ତମ ରାଉତଙ୍କୁ ମଧ୍ୟ କରୋନା ଚିହ୍ନଟ ହୋଇଅଛି ସେଥି ନିମନ୍ତେ ପ୍ରଭୁ ଜଗନ୍ନାଥଙ୍କୁ ତାଙ୍କର ଆସୁ ଆରୋଗ୍ୟ କାମନ କରିଛନ୍ତି ଅନୁଷ୍ଠାନର କର୍ମକର୍ତ୍ତା ।

Picsart_22-04-11_10-18-21-175

ରିପୋର୍ଟ- ବିଜ୍ଞାନ ମହାନ୍ତି, ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

one × 5 =