Monday, 07/October/2024 10:45
Mo Dhenkanal
ଢେଙ୍କାନାଳ ଖବର

ଶ୍ରାବଣ ମାସର ପ୍ରଥମ ସୋମବାର ଢେଙ୍କାନାଳରେ କାଉଡ଼ିଆଙ୍କ ଦ୍ବାରା ଜଳାଭିଷେକ ନିଷିଦ୍ଧ

୧୭,୦୭, ୨୦୨୨ ରିଖ ଠାରୁ ତା ୨୦,୦୭.୨୦୨୨ ରିଖ ପର୍ଯ୍ୟନ୍ତ ଶୈବ ପୀଠ ମାନଙ୍କରେ କାଉଡି ଭକ୍ତମାନଙ୍କ ଦ୍ବାରା ଜଳାଭିଷେକ ନିଷିଦ୍ଧ ।

FB_IMG_1686103726896
Picsart_22-04-11_10-18-21-175

ରାଜପୁରୋଧା, ଢେଙ୍କାନାଳଙ୍କ ବିଧି ବ୍ୟବସ୍ଥା ଅନୁଯାୟୀ ଚଳିତ ତା ୧୭,୦୭.୨୦୨୨ ରିଖ ରବିବାର ଦିନ କର୍କଟ ସଂକ୍ରାନ୍ତି ପର୍ବ ପାଳିତ ହେବ । ଶାସ୍ତ୍ରୀୟ ନିୟମ ଅନୁଯାୟୀ ଏହି ଦିନ ଠାରୁ ତିନି ଦିନ ଯାଏଁ ନଦୀ ଜଳ ଅଶୁଦ୍ଧି (ନଦୀ ରଜସ୍ୱଳା) ରହିବ (ତା,୧୭,୦୭.୨୦୨୨ ରିଖ ତା. ୨୦,୦୭, ୨୦୨୨ ରିଖ ପର୍ଯ୍ୟନ୍ତ ନଦୀ ଜଳ ଅଶୁଦ୍ଧି ରହିବ)।

IMG-20230205-WA0003
Picsart_22-04-11_10-18-21-175

ପ୍ରଥମ ସୋମବାର ତା ୧୮.୦୭.୨୦୨୨ ରିଖ ଦିନ ପଡ଼ୁଥିବାରୁ କାଉଡିଆ ଭକ୍ତମାନେ ଜିଲ୍ଲାର ଶୈବ ପୀଠ ମାନଙ୍କୁ ଜଳଲାଗି କରିବାକୁ ନିଷିଦ୍ଧ କରାଗଲା । ଏହି ସୋମବାର ବ୍ୟତୀତ ଶ୍ରାବଣ ମାସର ଅନ୍ୟ ସୋମବାର ଗୁଡିକରେ କାଉଡିଆ ଭକ୍ତ ମାନେ ଜଳାଭିଷେକ କରିପାରିବେ ।

Picsart_22-04-11_10-18-21-175

ଆଦୌ କର୍କଟକେ ନଦ୍ୟା ସର୍ବା ଏବ ରଜସ୍ଖଳା ତ୍ରୀଦିନଂତୁ ଚତୁର୍ଥେହି ଶୁଦ୍ଧାସ୍ୟ ର୍ଜାହ୍ନବୀ ଯଥା (ଇତି ଦେବତଃ)

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ ।

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

seventeen − eight =