Monday, 07/October/2024 11:52
Mo Dhenkanal
ଢେଙ୍କାନାଳ ଖବର

JEE Main ୨୦୨୨: ଘୋଷଣା ହେଲା ପରୀକ୍ଷା ତାରିଖ, ଜାଣନ୍ତୁ ପଞ୍ଜୀକରଣ ପ୍ରକ୍ରିୟା !

ମୋ ଢେଙ୍କାନାଳ ବ୍ୟୁରୋ: ଚଳିତ ବର୍ଷ ପାଇଁ ଆରମ୍ଭ ହୋଇଯାଇଛି ପଞ୍ଜୀକରଣ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପକ୍ଷରୁ ମଙ୍ଗଳବାର ଏହି ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏନଟିଏର ଆଧିକାରିକ ୱେବସାଇଟକୁ ଯାଇ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ସୂଚନା ହାସଲ କରି ହେବ । ଏହି ଲିଙ୍କରେ http://jeemain.nta.nic.in କ୍ଲିକ୍ କରି ଆପଣ ଜେଇଇ ୱେବସାଇଟକୁ ଯାଇ ପାରିବେ । ଆସନ୍ତା ଏପ୍ରିଲରୁ ପ୍ରଥମ ଚରଣର ପରୀକ୍ଷା ହେବାକୁ ଥିବା ବେଳେ ଏହା ଏପ୍ରିଲ ୧୬-୨୧ ମଧ୍ୟରେ ଅନୁଷ୍ଠିତ ହେବ । ୨୪ ମେ ରୁ ୨୯ ମେ ମଧ୍ୟରେ ପରୀକ୍ଷାର ଦ୍ୱିତୀୟ ଚରଣ ଆୟୋଜିତ ହେବ ।

FB_IMG_1686103726896
Picsart_22-04-11_10-18-21-175

ଜେଇଇ ପରୀକ୍ଷା ସୂଚୀ ଘୋଷଣା କରିବା ସହିତ ପଞ୍ଜୀକରଣ ମଧ୍ୟ ଆରମ୍ଭ କରାଯାଇଛି । ମାର୍ଚ୍ଚ ୧ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ http://jeemain.nta.nic.inରେ କ୍ଲିକ୍ କରି ଅନଲାଇନରେ ପଞ୍ଜୀକରଣ କରି ହେବ । ୫ ମାର୍ଚ୍ଚରୁ ମୂଲ୍ୟାଙ୍କମନ ଆରମ୍ଭ ହେବା ସହିତ ଏପ୍ରିଲ ମାସରେ ଫଳାଫଳ ପ୍ରକାଶ ପାଇବ ।

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

two × four =