Thursday, 25/April/2024 11:08
Mo Dhenkanal
ଢେଙ୍କାନାଳ ଖବର

ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ରର ଶୁଭାରମ୍ଭ ।

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି ବୁଧବାର ଢେଙ୍କାନାଳ ରଥଗଡ଼ା ଅଂଚଳରେ ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ଜଳଛତ୍ର ର ଶୁଭାରମ୍ଭ କରାଯାଇଛି।

FB_IMG_1686103726896
Picsart_22-04-11_10-18-21-175

ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟ କୁମାର ମହାପାତ୍ର ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175


ଅସହ୍ୟ ତାତି ଓ ଗୁଳୁଗୁଳି ରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଏହି ଜଳଛତ୍ର ଦ୍ୱାରା ଉଠା ଦୋକାନୀ ଗ୍ରାହକ ଓ ଯାତାୟାତ କରୁଥିବା ଯାତ୍ରୀ ମାନେ ଉପକୃତ ହେବେ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଥିଲେ.ଆଗାମୀ ଦିନ ରେ ଆଉ 3ଟି ଜାଗାରେ ବସଷ୍ଟାଣ୍ଡ, ମୁଖ୍ୟ ଚିକିତ୍ସାଳୟ ଓ ବାଜିଚଉକ ଛକ ରେ ଜଳଛତ୍ର ଖୋଲାଯିବା ସହ ପ୍ରତି ଗୁରୁବାର ଉକ୍ତ ସ୍ଥାନ ରେ ଦହିସର୍ବତ ବଣ୍ଟନ ହେବ ବୋଲି ଟ୍ରଷ୍ଟ ର ଅଧକ୍ଷ ଶିବ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି

Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମ ରେ ଟ୍ରଷ୍ଟ ର ସଭପତି ଅଜୟ କୁମାର ସାହୁ. କୋଷାଦକ୍ଷ ଅମରେନ୍ଦ୍ର ଖୁଣ୍ଟିଆ,ସୁବାସ ଦାସ ଶକୁନ୍ତଳା ସାହୁ ରଘୁନନ୍ଦନ ସାହୁ, ରମାକାନ୍ତ ପତି, ଅମରେନ୍ଦ୍ର ସାହୁ, ରତିକାନ୍ତ ସେଠି ଶାନ୍ତିଲତା ବେହେରା ସୁଧାଂଶୁ ବେହେରା ନନ୍ଦିତା ବେହେରା ପ୍ରମୁଖ ସାହାଯ୍ୟ କରିଥିଲେ ।

ସୌମ୍ୟବ୍ରତ ସାହୁଙ୍କ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

9 + three =