Sunday, 06/October/2024 04:51
Mo Dhenkanal
ଢେଙ୍କାନାଳ ଖବର

ଇସ୍କନ ଢେଙ୍କାନାଳ ପକ୍ଷରୁ ରବିବାର ପ୍ରୀତି ଭୋଜନ କାର୍ଯ୍ୟକ୍ରମର୍ ସୁଭାରମ୍ଭ ।

ହରେ କୃଷ୍ଣ! ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀ.ମଦ୍ ଏ .ସି. ଭକ୍ତି ବେଦାନ୍ତ ସ୍ୱାମୀ ପ୍ରଭୁ ପଦାଙ୍କ ଦ୍ୱାରା ପ୍ରତ୍ୟକ ଇସ୍କନ୍ କେନ୍ଦ୍ରିରେ ରବିବାର ଦିନ ଏକ ପ୍ରୀତିସେବନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।। ଏହାର ଉଦେଶ୍ୟ ଥିଲାକି ସାଧାରଣ ଲୋକମାନେ ତାଙ୍କର ବ୍ୟସ୍ତ ବହୁଳ ଜୀବନ ମଧ୍ୟରୁ ରବିବାର ଯେଉଁ ଛୁଟି ଦିନ ମିଳେ ସେମାନେ ସେଇ ଦିନରେ ଆଧ୍ୟାତ୍ମିକ କାର୍ଯ୍ୟରେ ଲିପ୍ତ ରୁହନ୍ତି।

FB_IMG_1686103726896
Picsart_22-04-11_10-18-21-175

ତେଣୁ ଇସ୍କନ୍ ଢେଙ୍କାନାଳ ରୁ ଇସ୍କନ୍ ଯୋନାଲ ସେକ୍ରେଟାରୀ ଶ୍ରୀ. ଶ୍ରୀମଦ ଭକ୍ତି ଗୌରବ ନାରୟନ ସ୍ୱାମୀ ମହାରାଜାଙ୍କ ଉତ୍ସାହ କ୍ରମେ ଏଇ ରବିବାର ପ୍ରିତି ସେଜନ କଯ୍ୟକ୍ରମ ଆରମ୍ଭ କରାଯାଇଛି। ତେଣୁ ଏହି ପ୍ରତିସେବନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ତେଣୁଏହି ପ୍ରୀତିସେଜନ କାର୍ଯ୍ୟକ୍ରମଟି ଶ୍ରୀ ଶ୍ରୀମଦ ଭକ୍ତି ଜୀବନ ବ୍ରଦାନଳସ୍ୱାମୀ ମହାରାଜାଙ୍କ ଦ୍ୱରା ଉଦଘାଟନ କରାଯାଇଛି। ଏହି ପ୍ରତିସେବନ କାର୍ଯ୍ୟକ୍ରମରେ ସନ୍ଧ୍ୟା ୬.୩୦ ରୁ ୭.୦୦ ପର୍ଯ୍ୟନ୍ତ ଭଗବାନଙ୍କ ଆରତୀ ଓ କୀର୍ତ୍ତନ ହୁଏ। ୭.ଟାରୁ ୮.୦୦ ହରିକଥା ପ୍ରବଚନ ହୁଏ ଏବଂ ଶେଷରେ ସମସ୍ତଙ୍କୁ ପ୍ରସାଦ ବିତରଣ କରାଯାଏ ତେଣୁ ଇସ୍କନ୍ ଢେ଼ଙ୍କାନାଳର ପଚାରକ ପ୍ରେମକିଶୋର ଦାସ ସମସ୍ତଙ୍କୁ ଏହି ରବିବାର ପ୍ରତି ଭୋଜନ କାର୍ଯ୍ୟକ୍ରମକୁ ସାଦର ନିମନ୍ତ୍ରଣ କରିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ଆଶୁତୋଷ ପାଢ଼ୀଙ୍କ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

four × two =