Monday, 22/April/2024 01:29
Mo Dhenkanal
ଢେଙ୍କାନାଳ ଖବର

ଇନରହୁଇଲ କ୍ଲବ କପିଳାସ ତରଫରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ଇନରହୁଇଲ କ୍ଲବ କପିଳାସ ଢେଙ୍କାନାଳ ତରଫରୁ ଆଜି ଢେଙ୍କାନାଳ ମୁଖ୍ୟ ରେଳ ଷ୍ଟେସନ ପାଖେ ଥିବା ଶୀତିଳିଆ ବସ୍ତି ଅଞ୍ଚଳରେ ବାସ କରୁଥିବା ଦରିଦ୍ର, ଅସହାୟ ପରିବାରଙ୍କୁ ବିଭିନ୍ନ ନିତ୍ୟଆବଶ୍ୟକ ଖାଦ୍ୟ ସାମଗ୍ରୀ ଦିଆଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ଯଥା ଚୁଡା, ବିସ୍କୁଟ, ଚାଉଳ, ଚିନି, ଡାଲି ପ୍ରଭୁତି ବଣ୍ଟନ କରିବା ସହିତ ମାସ୍କ ବାଣ୍ଟି ବସ୍ତି ବାସିନ୍ଦା ମାନଙ୍କୁ କରୋନା ମହାମାରୀ ସମ୍ପର୍କରେ ବୁଝାଇ ସଚେତନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

IMG-20230205-WA0003
Picsart_22-04-11_10-18-21-175

ରିପୋର୍ଟ ବିଜ୍ଞାନ ମହାନ୍ତି

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

18 + eighteen =