Thursday, 25/April/2024 04:35
Mo Dhenkanal
ଢେଙ୍କାନାଳ ଖବର

ଓଡ଼ାପଡ଼ା ତହସିଲ ପ୍ରଶାସନ ତରଫରୁ ସ୍ୱାଧୀନତା ଦିବସ ପାଳିତ

ଓଡ଼ାପଡ଼ା ତହସିଲ ପ୍ରଶାସନ ତରଫରୁ ତହସିଲ କାର୍ଯ୍ୟାଳୟ ଓ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଠାରେ ୭୪ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି..।।

FB_IMG_1686103726896
Picsart_22-04-11_10-18-21-175


କରୋନା ରୁପକ ବିଶ୍ଵମହାମାରୀକୁ ଦୃଷ୍ଟିରେ ରଖି ଏ ବର୍ଷ ସରକାରଙ୍କ ନିୟମ ଅନୁସାରେ ମାସ୍କ ଏବଂ ସାମାଜିକ ଦୂରତ୍ବକୁ ଗୁରୁତ୍ବ ଦେବା ସହ ,୧୦ -୧୫ ଜଣ ସଦସ୍ୟଙ୍କ ମଧ୍ୟରେ ସୀମିତ ଉପସ୍ଥିତିକୁ ପ୍ରାଧାନ୍ୟ ଦିଆଯାଇଛି।।

IMG-20230205-WA0003
Picsart_22-04-11_10-18-21-175


ଏ ପରିପ୍ରେକ୍ଷୀରେ ତହସିଲ କାର୍ଯ୍ୟାଳୟ ପରିସରରେ ଓ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପରିସରରେରେ ତହସିଲଦାର ସାଗରିକା ସାହୁ ଓ ସମସ୍ତ କର୍ମଚାରୀଙ୍କ ସଦୟ ସହମତିରେ ବଉଳ, କାମିନୀ, ଲିଚୁ ଓ କନିୟର ପ୍ରଭୃତି ବୃକ୍ଷ ରୋପଣ କରାଯାଇଛି  ।। ଏହି କାର୍ଯ୍ୟକ୍ରମରେ ସାଗରିକା ସାହୁ ମୁୁୁଖ୍ଯ ଅତିିିଥି ଭାବେ ଯୋଗ ଦେଇଥିବା ବେଳେ ଅକ୍ଷୟ କୁମାର ନାୟକ ରାଜସ୍ୱ ପରିଦର୍ଶକ, ସୌମ୍ୟ ରଞ୍ଜନ ପରିଡ଼ା ରାଜସ୍ୱ ନିରୀକ୍ଷକ, ଅସ୍ମିନ ସାମଲ, ପ୍ରଦୀପ ନାୟକ ଓ ରତ୍ନାକର ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ ।

Picsart_22-04-11_10-18-21-175

ରିପୋର୍ଟ- ବିଜ୍ଞାନ ମହାନ୍ତି, ଓଡାପଡା, ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

two × three =