Monday, 22/April/2024 03:16
Mo Dhenkanal
ଢେଙ୍କାନାଳ ଖବର

ବାଲ୍ୟାମ୍ବା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ କଲେ ବିଧାୟକ ସୁଧୀର କୁମାର ସାମଲ !

ବାଲ୍ୟାମ୍ବା ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ର ଶୁଭ ଉଦ୍ଘାଟନ ଯଥା ମିଶନଶକ୍ତି ଗୃହ ବାଲ୍ୟାମ୍ବା, ସରାକପାଟଣା କମ୍ୟୁନିଟି ସେଣ୍ଟର ରାହିଡି ମିଶନ ଶକ୍ତି ଗୃହ, ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର, ବାଲ୍ୟାମ୍ବା , ଅତିରିକ୍ତ ଶ୍ରେଣୀ ଗୃହ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ବାଲ୍ୟାମ୍ବା , ବାଲ୍ୟାମ୍ବା ଉଚ୍ଚ ବିଦ୍ୟାଳୟର ପାଚେରୀ ନିର୍ମାଣ, ରଘୁନାଥଜୀଉ ମନ୍ଦିର ପୂର୍ଣ୍ଣଉଦ୍ଧାର, ବାଲ୍ୟାମ୍ବା, ମିଶନ ଶକ୍ତି ଗୃହ ନିର୍ମାଣ, ବାଲ୍ୟାମ୍ବା, ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସରକାରୀ ଆବାସ ଗୃହ ନିର୍ମାଣ, ବାଲ୍ୟାମ୍ବା, ନୂତନ ବଜାର ଗୃହର ଭିତ୍ତିପ୍ରସ୍ତରର ଶୁଭ ଉଦ୍ଘାଟନ ହୋଇଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଢେଙ୍କାନାଳ ବିଧାୟକ ଶ୍ରୀ ସୁଧୀର କୁମାର ସାମଲ ଯୋଗ ଦେଇଥିବା ବେଳେ, ଶ୍ରୀମତି ସୁଜାତାରାଣୀ ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ବିଭୂତି ଭୂଷଣ ନାୟକ, ବିଡିଓ ସଦର ବ୍ଲକ, ପଦ୍ମିନୀ ନାଏକ, ଅଧ୍ୟକ୍ଷା ସଦର ବ୍ଲକ, ଅର୍ଚ୍ଚନା ସାହୁ, ଜିଲ୍ଲା ପରିଷଦ ସଭ୍ୟା ଜୋନ୍-୩, ନରୋତ୍ତୋମ ସାହୁ, ସଭାପତି, ବିଜୁକୃଷକ ଦଳ, ଅଖିଳ କୁମାର ଲେଙ୍କା ସରପଞ୍ଚ ବାଲ୍ୟାମ୍ବା,କାମାକ୍ଷା ପ୍ରସାଦ ବର, ସରପଞ୍ଚ, ମଧୁସାହୁପାଟଣା, ଶୁଭ ପଣ୍ଡା,

IMG-20230205-WA0003
Picsart_22-04-11_10-18-21-175

ସମାଜସେବୀ, ଭାପୁର,କାରୁଣ୍ୟ କୁମାର ଖୁଣ୍ଟିଆ, ସମିତି ସଭ୍ୟ, ମଧୁସାହୁ ପାଟଣା, ଜୋସେସ ସାହୁ, ସରପଞ୍ଚ, ସପ୍ତଶଯ୍ୟା, ଦିଲ୍ଲୀପ କୁମାର ପଟ୍ଟନାୟକ, ସମାଜସେବୀ, ପ୍ରମୋଦ କୁମାର ରାଉତ, ସମାଜସେବୀ, ରାଇଡି, ରମେଶ ସାହୁ,ସମାଜସେବୀ, ସରାକପାଟଣା, ଅନ୍ତର୍ଯ୍ୟାମୀ ସାହୁ , ସମାଜସେବୀ ବାଲ୍ୟାମ୍ବା, ବିରେନ ପ୍ରଧାନ, ୱାର୍ଡ ମେମ୍ବର, ବାଲ୍ୟାମ୍ବା, ଗଣେଶ୍ୱର ନାଏକ, ୱାର୍ଡ ମେମ୍ବର, ସରାକପାଟଣା, ବିଧାନ ଚନ୍ଦ୍ର ନାଏକ, ପୂର୍ବତନ ୱାର୍ଡ ମେମ୍ବର, ଶ୍ରୀନିବାସ ରାଉତ, ସମାଜସେବୀ, ବାଲ୍ୟାମ୍ବା,ପ୍ରଦୀପ କୁମାର ପଣ୍ଡା, ସମାଜସେବୀ, ସରୋଜ କୁମାର ଲେଙ୍କା, ସମାଜସେବୀ। ଶେଷରେ ସରପଞ୍ଚ ଶ୍ରୀ ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

4 × four =