Thursday, 25/April/2024 05:26
Mo Dhenkanal
ଢେଙ୍କାନାଳ ଖବର

ମହାନତା ଦେଖାଇଲେ ହିନ୍ଦୋଳ ବ୍ଳକ ଅଧ୍ୟକ୍ଷ !

FB_IMG_1686103726896
Picsart_22-04-11_10-18-21-175

ଜିଲ୍ଲା ବିଜୁ ଜନତା ଦଳ ସମ୍ପାଦକ ତଥା ହିନ୍ଦୋଳ ବ୍ଳକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଙ୍କୁ ଆଣି ଚିକିତ୍ସା କରାଇଲେ  ।
ସୂଚନା ଅନୁଯାଇ ଜିଲ୍ଲା ବିଜୁ ଜନତା ଦଳ ସମ୍ପାଦକ ତଥା ହିନ୍ଦୋଳ ବ୍ଳକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ  ତାଳଚେରରୁ ଫେରୁଥିବା ବେଳେ କୁରୁମିଠା ହାତୁରା ମଧ୍ୟସ୍ଥଳରେ ଜଣେ ବ୍ୟକ୍ତି କାର ଧକ୍କାରେ ଦୁର୍ଘଟଣାଗ୍ରସ୍ତ ହୋଇ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡିଥିବା ଦେଖି ତାଙ୍କୁ ତୁରନ୍ତ  ତାଙ୍କ ଗାଡିରେ ନିଜେ ହାତୁରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ତାଙ୍କ ଚିକିତ୍ସା କରାଇବା ସହ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ କରାଇଥିଲେ । ଉକ୍ତ ବ୍ୟକ୍ତି ହାତୁରା ଗ୍ରାମର କୃଷ୍ଣଚନ୍ଦ୍ର ସାହୁ ବୋଲି ପରେ ଜଣାପଡିଥିଲା । ହିନ୍ଦୋଳ ବ୍ଳକ ଅଧ୍ୟକ୍ଷଙ୍କ ଏ ମହତ୍ କାର୍ଯ୍ୟପାଇଁ ଅଞ୍ଚଳବାସୀ ତଥା ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରାଯାଉଛି ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

7 − seven =