Thursday, 25/April/2024 04:44
Mo Dhenkanal
ଢେଙ୍କାନାଳ ଖବର

ହେଲପିଙ୍ଗ୍ ହ୍ୟାଣ୍ଡ ଏସ୍-ଟୁ ପକ୍ଷରୁ ସହୀଦ ବାଜିରାଉତଙ୍କୁ ଶ୍ରଦ୍ଧାଞ୍ଜଳି

ହେଲପିଙ୍ଗ୍ ହ୍ୟାଣ୍ଡ ଏସ୍-ଟୁ ପକ୍ଷରୁ ସହୀଦ ବାଜିରାଉତଙ୍କୁ ଶ୍ରଦ୍ଧାଞ୍ଜଳି

FB_IMG_1686103726896
Picsart_22-04-11_10-18-21-175

ଭାରତର ସର୍ବକନିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏବଂ ଢେଙ୍କାନାଳ ଜିଲ୍ଲାର ଗର୍ବ ସହୀଦ ବାଜି ରାଉତଙ୍କ ପବିତ୍ର ଜନ୍ମବାର୍ଷିକୀରେ ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଯୁବ ଅନୁଷ୍ଠାନ ହେଲପିଙ୍ଗ୍ ହାଣ୍ଡ୍ସ ସୋସିଓ ସ୍ପେସିଫିକ୍ ପକ୍ଷରୁ ଢେଙ୍କାନାଳ ସହରାଞ୍ଚଳର ବାଜିଚୌକ ଛକ ନିକଟସ୍ଥ ସହୀଦ ବାଜିରାଉତ ସ୍ତମ୍ଭ ଠାରେ ସହୀଦ ବାଜିରାଉତ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ ଏବଂ ଦ୍ବୀପ କରିବା ସହ ବିନମ୍ର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି ।

IMG-20230205-WA0003
Picsart_22-04-11_10-18-21-175

ରିପୋର୍ଟ – ବିଜ୍ଞାନ ମହାନ୍ତି

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

eight − 1 =