Monday, 22/April/2024 01:51
Mo Dhenkanal
ଢେଙ୍କାନାଳ ଖବର

ଚାନ୍ଦମାରି ସାହିରେ ଆରମ୍ଭ ହେଲା ୭ମ ବାର୍ଷିକ ହରିବଂଶ ପାରାୟଣ

ଢେଙ୍କାନାଳ ସହର ସ୍ଥିତ ଚାନ୍ଦମାରି ସାହିରେ ଆରମ୍ଭ ହୋଇଛି ୭ମ ବାର୍ଷିକ ହରିବଂଶ ପାରାୟଣ । ୧୯ ତାରିଖରୁ ଆରମ୍ଭ ହୋଇ ୨୫.୨.୨୦୨୧ ପୂର୍ଣ୍ଣାହୁତି ହେବ। ପ୍ରତ୍ୟେକ ଦିନ ହରିବଂଶ ପୁରାଣ ପାଠ ସାଙ୍ଗକୁ ସୂର୍ଯ୍ୟ ପୂଜା, ଗୋ ପୂଜା, ଷୋଡଶ ଉପଚାର ପୂଜା ପ୍ରଭୁତି ସମସ୍ତ ନୀତିକାନ୍ତିରେ ପାଳନ କରାଯାଉଛି । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ୪ ଧୂପ କରାଯାଉଛି । ପୁରାଣ ଶୁଣିବା ଓ ମହାପ୍ରଭୁଙ୍କ ଦର୍ଶନ ପାଇଁ ଲାଗୁଛି ଶତାଧିକ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ଼ ।

FB_IMG_1686103726896
Picsart_22-04-11_10-18-21-175

ରିପୋର୍ଟ :- ବିଜ୍ଞାନ ମହାନ୍ତି

IMG-20230205-WA0003
Picsart_22-04-11_10-18-21-175

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

14 − one =