Sunday, 06/October/2024 05:03
Mo Dhenkanal
ଢେଙ୍କାନାଳ ଖବର

ଏଚଟୁଏସଟୁ ପକ୍ଷରୁ ଯୋରନ୍ଦାରେ ବିଶୁଦ୍ଧିକରଣ କାର୍ଯ୍ୟକ୍ରମ

ମହାମାରୀ କରୋନା ପାଇଁ ସମଗ୍ର ଓଡ଼ିଶାରେ ଲକ୍ ଡ଼ାଉନ୍ ସଟ୍ ଡ଼ାଉନ୍ ଲାଗିରହିଥିବା ବେଳେ ମୁନିଋଷି, ସାଧୁସନ୍ଥ ମାନଙ୍କର ସୁରକ୍ଷାକୁ ଦୃଷ୍ଟିରେ ରଖି ଗତକାଲି ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଯୁବ ଅନୁଷ୍ଠାନ ଏଚ୨.ଏସ୍୨ ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଲେଖ ମହିମା ଧର୍ମର ପେଣ୍ଠସ୍ଥଳୀ କୁହାଯାଉଥିବା ପବିତ୍ର ମାଟି ଶୂନ୍ୟ ମନ୍ଦିର ତଥା ବିଶ୍ଵ ପ୍ରସିଦ୍ଧ ମହିମା ଗାଦି ଯୋରନ୍ଦା ଧର୍ମ ସ୍ଥଳକୁ ସମ୍ପୁର୍ଣ୍ଣ ରୂପେ ସାନିଟାଇଜେସନ୍ କରିବା ସହିତ ପ୍ରତ୍ୟେକ ଦିନ ଯାତାୟାତ କରୁଥିବା

FB_IMG_1686103726896
Picsart_22-04-11_10-18-21-175

ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜନଗହଳି ପୂର୍ଣ୍ଣ ଯୋରନ୍ଦା ମାର୍କେଟ୍ ଏବଂ କୋଭିଡ୍ ପରିକ୍ଷା ପାଇଁ ପ୍ରତ୍ୟେକ ଦିନ ରକ୍ତ ନମୁନା ସଂଗ୍ରହ ହେଉଥିବା କୋଭିଡ୍ ପରିକ୍ଷା କେନ୍ଦ୍ର, ଯୋରନ୍ଦା ସରକାରୀ ଉ.ପ୍ରା. ବିଦ୍ୟାଳୟ କୁ ମଧ୍ୟ ଉପସ୍ଥିତ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ଵାରା ସମ୍ପୁର୍ଣ୍ଣ ରୂପେ ସାନିଟାଇଜେସନ୍ କରାଯାଇଥିଲା। ପରିଶେଷରେ ଅନୁଷ୍ଠାନ ର ସମସ୍ତ କାର୍ଯ୍ୟକର୍ତ୍ତା ମାନେ ବିଶ୍ଵ ର କଲ୍ୟାଣ ନିମନ୍ତେ ସାରା ବିଶ୍ୱରୁ ଏହି ମହାମାରୀ ର ବିଲୋପ ହେଉ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

IMG-20230205-WA0003
Picsart_22-04-11_10-18-21-175

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

17 − 12 =