Monday, 07/October/2024 10:46
Mo Dhenkanal
ଢେଙ୍କାନାଳ ଖବର

ସିନର୍ଜି ଢେ଼ଙ୍କାନାଳ ମହାବିଦ୍ୟାଳୟ କୁ ଗ୍ରିନ ଚାମ୍ପିୟନ ପୁରସ୍କାର

କେନ୍ଦ୍ର ସରକାରଙ୍କ ର ଶିକ୍ଷା ବିଭାଗ ଦ୍ଵାରା ପରିଚାଳିତ ମହାତ୍ମା ଗାନ୍ଧୀଙ୍କ ଜାତୀୟ ଗ୍ରାମୀଣ ଶିକ୍ଷା କାଉନସିଲ ତରଫରୁ ସ୍ୱଚ୍ଛତା ଅଭିଯାନ କୁ ତ୍ୱରାନ୍ୱିତ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ସିନର୍ଜୀ ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ଢେ଼ଙ୍କାନାଳ କୁ ଜିଲ୍ଲା ସ୍ତରୀୟ ଗ୍ରୀନ ଚାମ୍ପିୟନ ପୁରସ୍କାର ପ୍ରଦାନ କରାଯାଇଛି।

FB_IMG_1686103726896
Picsart_22-04-11_10-18-21-175

ସବୁଜ କ୍ୟାମ୍ପସ ଉତ୍କୃଷ୍ଟ ଜଳ ପରିଚାଳନା, ବିଦ୍ୟୁତ ସଂରକ୍ଷଣ, ବର୍ଜ୍ୟବସ୍ତୁ ର ସୁପରିଚାଳନା ଓ ପରିଷ୍କାର ପରିଚ୍ଛନ୍ନତା ପାଇଁ କେନ୍ଦ୍ର ସରକାର ଙ୍କ ଦ୍ଵାରା ପ୍ରଦତ୍ତ ପ୍ରମାଣ ପତ୍ର ଢେ଼ଙ୍କାନାଳ ଜିଲ୍ଲାର ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଙ୍କ ଠାରୁ ସିନର୍ଜି ଢେ଼ଙ୍କାନାଳ ର ଅଧକ୍ଷା ଡ଼ଃ ଇତିଶ୍ରୀ ମହାନ୍ତି ଗ୍ରହଣ କରିଥିଲେ

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେ଼ଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

twelve + 5 =