Thursday, 25/April/2024 10:41
Mo Dhenkanal
ଢେଙ୍କାନାଳ ଖବର

ଗିରିରାଜ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଅନ୍ତର୍ଜାତୀୟ ନର୍ସ ଦିବସ ପାଳିତ

ଗିରିରାଜ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆନ୍ତର୍ଜାତୀୟ ନର୍ସ ଦିବସ ପାଳନ ହୋଇଯାଇଛି । ଏହା ସ୍ୱତନ୍ତ୍ର ଦିବସଟି ମେରାମୁଣ୍ଡଳୀ ଡାକ୍ତରଖାନା ପରିସରରେ ସମସ୍ତ ନର୍ସ ମାନଙ୍କୁ କୋରନା ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରିବା ସହିତ ମିଠା ଖୁଆଇ ଏହି କାର୍ଯ୍ୟକ୍ରମକୁ ପାଳନ କରିଥିଲେ

FB_IMG_1686103726896
Picsart_22-04-11_10-18-21-175

। କୋଭିଡ କଟକଣାକୁ ପାଳନ କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଉପଦେଷ୍ଟା ସଞ୍ଜୟ କୁମାର ସାହୁ, ସଦସ୍ୟ ତଥା ଆଦର୍ଶ ଶିକ୍ଷକ ଅରୁଣ କୁମାର ବେହେରା, ସମ୍ପାଦିକା ବିଭାରାଣୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

IMG-20230205-WA0003
Picsart_22-04-11_10-18-21-175

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

3 × 1 =