Monday, 22/April/2024 03:17
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ପୋୖରପାଳିକାର ସାଧାରଣ ବୈଠକ ଅନୁଷ୍ଠିତ ।

ଢେଙ୍କାନାଳ ପୋୖରପାଳିକାର ସାଧାରଣ ବୈଠକ ଅନୁଷ୍ଠିତ । ଢେଙ୍କାନାଳ ପୌରାଞ୍ଚଳର ଉର୍ଣ୍ଣତି ନିମନ୍ତେ ଆଜି ପୌରପାଳିକାର ସଭା ଗୃହରେ ପୋୖରପରିଷଦର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା ।

FB_IMG_1686103726896
Picsart_22-04-11_10-18-21-175

ଏଥିରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ପୋୖରଧ୍ୟକ୍ଷା ଜୟନ୍ତୀ ପାତ୍ର, ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର, ନିର୍ବାହୀ ଅଧିକାରୀ ଏବଂ ସମସ୍ତ ୱାର୍ଡର କାଉନସିଲର ମାନେ ଉପସ୍ଥିତ ରହି ନିଜ ନିଜ ୱାର୍ଡର ସୁବିଧା ଅସୁବିଧା ଜଣାଇବା ସହ ଉର୍ଣ୍ଣତି ମୂଳକ କାର୍ଯ୍ୟ ପାଇଁ ନିଜର ମତାମତ ପ୍ରଦାନ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

4 × 5 =