Thursday, 25/April/2024 10:03
Mo Dhenkanal
ଢେଙ୍କାନାଳ ଖବର

ସୂର୍ଯ୍ୟାଲୋକ ଫାଉଣ୍ଡେସନର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳିତ

ସୂର୍ଯ୍ୟାଲୋକ ଫାଉଣ୍ଡେସନର ଦ୍ୱିତୀୟ ପ୍ରତିଷ୍ଠା ଦିବସ ପାଳିତ।

FB_IMG_1686103726896
Picsart_22-04-11_10-18-21-175

ଏହି ଦ୍ୱିତୀୟ ପ୍ରତିଷ୍ଠା ଦିବସରେ ବଳଭଦ୍ର ପୁର ଶାସନରେ ମାକ୍ସ ବଣ୍ଟନ ଓ ବୃକ୍ଷ ରୋପଣ କରାଯାଇଛି।

IMG-20230205-WA0003
Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଦୀପକ ରଞ୍ଜନ ମିଶ୍ର, କାର୍ଯ୍ୟନିର୍ବାହି ନିର୍ଦ୍ଦେଶୀକା ସ୍ମିତା ପ୍ରିୟଦର୍ଶୀନି ଶଢଙ୍ଗୀ, ନିର୍ଦ୍ଦେଶୀକା ଶୁଭଦର୍ଶିନୀ ପରିଡା, ଅନୁଷ୍ଠାନର ଉପଦେଷ୍ଟା ତାପସ ରାଉତ, ଶକ୍ତିପ୍ରସାଦ ହରିଚନ୍ଦନ, କେଦାର ନାଥ, ବଳଭଦ୍ରପୁର ଶାସନ ଶାନ୍ତି କମିଟିର ସଭାପତି ଶୁଭେନ୍ଦୁ ମହାପାତ୍ର, ସମ୍ପାଦକ କମଳାକାନ୍ତ ମହାପାତ୍ର, କର୍ମକର୍ତ୍ତା ଦୃବାସା ମହାପାତ୍ର, ଅଜୟ କୁମାର ସଢଙ୍ଗୀ, ସୁବ୍ରତ ମହାପାତ୍ର।

Picsart_22-04-11_10-18-21-175

ରିପୋର୍ଟ- ବିଜ୍ଞାନ ମହାନ୍ତି, ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

12 + 10 =