Sunday, 06/October/2024 04:54
Mo Dhenkanal
ଢେଙ୍କାନାଳ ଖବର

ନିଆରା ଢଙ୍ଗରେ ପାଳନ ହେଲା ସୂର୍ଯାଲୋକ ଫାଉଣ୍ଡେସନର ପ୍ରତିଷ୍ଠା ଦିବସ !

ଢେଙ୍କାନାଳର ଅଗ୍ରଣୀ ସାମାଜିକ ସାସ୍କୃତିକ ଅନୁଷ୍ଠାନ
ସୂର୍ଯାଲୋକ ଫାଉଣ୍ଡେସନ ତୃତୀୟ ପ୍ରତିଷ୍ଠା ଦିବସ ଉପଲକ୍ଷେ ଗନ୍ଦିଆ ବ୍ଲକ ଦେଓଗାଁ ପଞ୍ଚାୟତର ମଲାର ସାହି ରେ ପାଳନ କରାଯାଇଛି। ଆନୁଷ୍ଟାନର କର୍ମକର୍ତ୍ତା ମାନେ ପହଞ୍ଚି ପ୍ରଥମେ ମାକ୍ସ ପିନ୍ଦିବା ,ସାନିଟାଇଜର ବ୍ୟବହାର କରିବା ଓ କିଭଳି ଭାବରେ ହାତକୁ ସାବୁନରେ ଧୋଇବା ପାଇଁ ସଚେତନତା କରାଇବା ସହ ବ୍ୟବହାର ପାଇଁ ପରାମର୍ଶ ଦେଇଥିଲେ। ପରେ ମହିଳା ଓ ଛୋଟ ଛୋଟ ପିଲାମାନଙ୍କୁ ମାକ୍ସ,ସାନିଟାଇଜର, ସାବୁନ ଓ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗନ୍ଦିଆ ଥାନା ଅଧିକାରୀ ବିଷ୍ଣୁପଦ ବାରିକ ମୁଖ୍ୟ ଅତିଥି ରୁପରେ ଯୋଗଦେଇ ଫାଉଣ୍ଡେସନର ପ୍ରସଂଶା ସହ ନିଜ ହାତରେ ବଣ୍ଟନ କାର୍ଯ୍ୟ ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ସୂର୍ଯାଲୋକ ଫାଉଣ୍ଡେସନର

FB_IMG_1686103726896
Picsart_22-04-11_10-18-21-175


ଦୀପକ ରଞ୍ଜନ ମିଶ୍ର ଅଧ୍ୟକ୍ଷ ସୂର୍ଯାଲୋକ ଫାଉଣ୍ଡେସନ, ସ୍ମିତା ପ୍ରିୟଦର୍ଶୀନୀ ଷଡଙ୍ଗୀ କାର୍ଯ୍ୟନିର୍ବାହି ନିର୍ଦ୍ଦେଶଶିକା , ଶୁଭଦର୍ଶିନୀ ପରିଡା ନିର୍ଦ୍ଦେଶିକା,
ଶକ୍ତି ପ୍ରସାଦ ହରିଚନ୍ଦନ ଉପଦେଷ୍ଟା ତାପସ କୁମାର ରାଉତ ଉପଦେଷ୍ଟା
ସାଗରିକା ସାହୁ( ଦେଓଗାଁ ସରପଞ୍ଚ ), ସମ୍ବିତ କୁମାର ପତି( ସମିତସଭ୍ୟ ଦେଓଗାଁ)
ବିଶ୍ୱାଜିତ ରଣା ସ୍ଥାନୀୟ ବାସିନ୍ଦା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

2 × 2 =