Monday, 22/April/2024 02:37
Mo Dhenkanal
ଢେଙ୍କାନାଳ ଖବର

ବିବାହ ବାର୍ଷିକରେ ଶୁଖିଲା ଖାଦ୍ୟ ବଣ୍ଟନ

ଢେଙ୍କାନାଳ ଓଡାପଡା ବ୍ଲକର ଗିରିରାଜ ଅନୁଷ୍ଠାନ ପକ୍ଷରୁ ସଦସ୍ୟ ସଂଜୀବ କୁମାର ସାହୁ ଓ ବବିତା ସାହୁଙ୍କ ୧୭ତମ ଶୁଭ ବିବାହ ବାର୍ଷିକ ଉତ୍ସବ ଉପଲକ୍ଷେ ମେରାମଣ୍ଡଳୀ ସ୍ଥିତ ଏକ ଅସହାୟ ପରିବାରକୁ ନିତ୍ୟ ବ୍ୟବହାର୍ଯ୍ୟ ଓ ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ଏବଂ ପରିବାର ଭଲମନ୍ଦ ବୁଝି ଆଗକୁ ପରିବାର ଓ ପିଲାମାନଙ୍କୁ ସହଯୋଗ ମଧ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦିଆଗଲା। ଏହି କାର୍ଯ୍ୟକ୍ରମରେ ସଦସ୍ୟ ସରୋଜିନୀ ବେହେରା ଓ ସମ୍ପାଦିକା ବିଭlରାଣୀ ପାତ୍ର ଉପସ୍ଥିତ ରହିଥିଲେ।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

3 + five =