Monday, 22/April/2024 02:30
Mo Dhenkanal
ଢେଙ୍କାନାଳ ଖବର

ମେଧାବୀ ଛାତ୍ର ଶୁଭ୍ରଜ୍ୟୋତିଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ମେଧାବୀ ଛାତ୍ର ଶୁଭ୍ରଜ୍ୟୋତିଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ ।

FB_IMG_1686103726896
Picsart_22-04-11_10-18-21-175

ଗଁଦିଆ ବ୍ଲକ କାବେରା ପଞ୍ଚାୟତର ଗରିବ ପରିବାରରୁ ଆସିଥିବା ଛାତ୍ର ଶୁଭ୍ରଜ୍ୟୋତି ନାୟକ JEE Advance ରେ କୃତିତ୍ବ ସହିତ ଉତ୍ତୀର୍ଣ୍ଣ ହେଲାପରେ IIT ପ୍ରବେଶ କରିବା ପାଇଁ ଆର୍ଥିକ ଅନୁଦାନ ଆବଶ୍ୟକ ଥିବା ଜାଣି ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ ଶୁଭ୍ରଜ୍ୟୋତିକୁ ଘରକୁ ଡାକି ୫୦ହଜାର ଟଙ୍କା ଆର୍ଥିକ ରାଶି ସାହାଯ୍ୟ କରିଛନ୍ତି ଏବଂ ତାର ଉଜ୍ଜଳ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ରିପୋର୍ଟ- ବିଜ୍ଞାନ ମହାନ୍ତି

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

eleven − 8 =