Tuesday, 23/April/2024 04:18
Mo Dhenkanal
ଢେଙ୍କାନାଳ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରୁଙ୍ଗଟା ମାଇନ୍ସର ଭିତିପ୍ରସ୍ତର ସ୍ଥାପନ

ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଭିଡିଓ କନଫରରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଢେ଼ଙ୍କାନାଳ ଝାଡ଼ବନ୍ଧ ଠାରେ ସ୍ଥାପିତ ହୋଇଥିବା ରୁଙ୍ଗଟା ମାଇନ୍ସ ଲିମିଟେଡର ସମ୍ପ୍ରସାରଣ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

FB_IMG_1686103726896
Picsart_22-04-11_10-18-21-175

୭୮୩୬.୯ କୋଟି ଟଙ୍କାର ପ୍ରୋଜେକ୍ଟ ସମ୍ପ୍ରସାରଣ କରିଛନ୍ତି।ଏହି ଉଦ୍ଘାଟନ ଉତ୍ସବରେ ଖଣି ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ , ହିନ୍ଦୋଳ ବିଧାୟିକା ସିମାରଣି ନାୟକ, ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଏବଂ କମ୍ପାନୀ କତୁର୍ପକ୍ଷ ଉପସ୍ଥିତ ଥିଲେ। ଏହି କମ୍ପାନୀ ସମ୍ପ୍ରସାରଣ ହେବା ଦ୍ବାରା ଜିଲ୍ଲା ତଥା ସ୍ଥାନୀୟ ଅଂଚଳର ବିକାଶ ହେବ ବୋଲି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟିକା ପ୍ରକାଶ କରିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ରିପୋର୍ଟ- ବିଜ୍ଞାନ ମହାନ୍ତି

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

fourteen + five =