Monday, 22/April/2024 02:38
Mo Dhenkanal
ଢେଙ୍କାନାଳ ଖବର

ଭାରତରତ୍ନ ଡ଼ା. ଭୀମରାଓ ଆମ୍ବେଦକରଙ୍କ ୬୫ ତମ ତିରୋଧାନ ଦିବସ ପାଳିତ

ଭାରତରତ୍ନ ଡ଼ା. ଭୀମରାଓ ଆମ୍ବେଦକରଙ୍କ ୬୫ ତମ ତିରୋଧାନ ଦିବସ ଭାରତରତ୍ନ ଡ଼ା. ଭୀମରାଓ ଆମ୍ବେଦକର ସୋସାଇଟ୍ ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ସମୁୁୁଖରେ ପାଳନ କରିଛନ୍ତି।

FB_IMG_1686103726896
Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଜିଲ୍ଲାର ଲୋକ ପ୍ରିୟ ସାଂସଦ ମହେଶ ସାହୁ ଏବଂ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଉପସ୍ଥିତିରେ ଢେଙ୍କାନାଳର ସମସ୍ତ ସଦସ୍ୟ, ସହରର ସଚେତନ ନାଗରିକ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ସହ ମାଲ୍ୟାର୍ପଣ କରିବା ସହ ତାଙ୍କ ଜୀବନୀ ଉପରେ ଆଲୋଚନା କରାଯାଇଥିଲା ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

19 − 15 =