Tuesday, 23/April/2024 03:21
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ଝିଅ ଉପାସନା ମହାପାତ୍ର ପାଇଲେ ଡକ୍ଟରେଟ୍

ଢେଙ୍କାନାଳ ଜିଲ୍ଲା କାଙ୍କଡପାଳ ଗ୍ରାମର ଓଡିଶା ଗ୍ରାମ୍ୟ ବ୍ୟାଙ୍କରେ କାର୍ଯ୍ୟରତ ବରିଷ୍ଠ ପ୍ରବନ୍ଧକ ଉତ୍ତମ କୁମାର ମହାପାତ୍ର ଏବଂ ସବିତା ବରଣୀ ରଥଙ୍କ ବଡ଼ ଝିଅ। ସେ କେନ୍ଦ୍ରାପଡାର ସୁନାମଧନ୍ୟ ଶିକ୍ଷକ ସ୍ବର୍ଗତ ଗଣେଶ୍ୱର ସାହୁ ଏବଂ ମନୋରମା ସାହୁଙ୍କ ପୁତ୍ରବଧୁ ।

FB_IMG_1686103726896
Picsart_22-04-11_10-18-21-175

ଡାକ୍ତର ଉପାସନା କୃଷି ବିଜ୍ଞାନ କେନ୍ଦ୍ର, କେନ୍ଦ୍ରାପଡାର କ୍ଷେତ୍ର ବୈଜ୍ଞାନିକ ତାପସ ରଞ୍ଜନ ସାହୁଙ୍କ ସହଧର୍ମିଣୀ ଅଟନ୍ତି । ସେ ଏହି ସଫଳତା ପାଇଁ ଡାକ୍ତର ଉପାସନା ତାଙ୍କ ପତିବାର ଓ ସମସ୍ତ ଗୁରୁଜନ ଏବଂ ସର୍ବପରି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

IMG-20230205-WA0003
Picsart_22-04-11_10-18-21-175

ରିପୋର୍ଟ – ବିଜ୍ଞାନ ମହାନ୍ତି, ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

sixteen − four =