Monday, 22/April/2024 03:23
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ଯୋଗ ସମିତିର ସାଧାରଣ ପରିଷଦ ବୈଠକ ।

ଢେଙ୍କାନାଳ ଯୋଗ ସମିତିର ସାଧାରଣ ପରିଷଦ ବୈଠକ ପିପାର ସଭା ଗ୍ରୁହରେ ଅନୁଷ୍ଚିତ ହୋଇଥିଲା | ସଭାପତି ପ୍ରଳୟ ଦାସଙ୍କ ସଭାପତିତ୍ବରେ ଅନୁଷ୍ଟିତ ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର,

FB_IMG_1686103726896
Picsart_22-04-11_10-18-21-175

ସମ୍ମାନିତ ଅତିଥି ଭାବେ ଶାରିରୀକ ଶିଖ୍ୟା ନିରୀଖ୍ୟକ ଜୋତିପ୍ରକାଶ ପରିଡା, ଭାରତୀୟ ଯୋଗ ସଂସ୍ଥାନର ଯୋଗଗୁରୁ ସୁଶିଲ କୁମାର ପଣ୍ଡା ଓ ରାସୋଳ ସ୍ବାସ୍ଥ୍ୟ କେନ୍ଦ୍ର ଡା. ଦୟାନିଧି ପ୍ରୁଷ୍ଟି ପ୍ରମୁଖ ଯୋଗ ଦେଇଥିଲେ | ଏହି ଅବସରରେ ଉପସ୍ଥିତ ଯୋଗ ଗୁରୁଙ୍କୁ ଆଦର୍ଶ ଯୋଗ ଗୁରୁ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା |

IMG-20230205-WA0003
Picsart_22-04-11_10-18-21-175

ଯୋଗ ସମିତିର ସମ୍ପାଦକ ଦିପ୍ତୀରଞ୍ଜନ ପଣ୍ଡା ସମ୍ପାଦକିୟ ବିବରଣୀ ପଠନ କରିଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜକ ଅଶ୍ବିନୀ ପତି ପରିଚାଳନା କପିଥିଲେ | ସମିତି ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା |

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

eighteen − twelve =