Thursday, 25/April/2024 05:07
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ପୁଅ ଅନୀଲଙ୍କ ସ୍ୱପ୍ନ ହେଲା ସାକାର !

ଢେଙ୍କାନାଳ ସହରର ଗୁଡ଼ିଆନାଳି ସ୍ଥିତ ବାବୁଲା କୁମାର ସାହୁ ଓ ନିର୍ମଳା ସାହୁ ଙ୍କ ସୁପୁତ୍ର ଅନୀଲ କୁମାର ସାହୁ ଚଳିତ ବର୍ଷ ନେଷ୍ଟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ନାଇସରରେ ପଢିବାକୁ ସ୍ଥାନ ହାସଲ କରି ଢେଙ୍କାନାଳ ପାଇଁ ଗୌରବ ଆଣିବା ସହିତ ନିଜ ପିଲା ବେଳର୍ ସ୍ୱପ୍ନ ସାକାର କରିଛନ୍ତି।

FB_IMG_1686103726896
Picsart_22-04-11_10-18-21-175

ଚଳିତ ବର୍ଷ ନେଷ୍ଟ 2021 ପରୀକ୍ଷାରେ ସର୍ବଭାରତ ସ୍ତରରେ ୯୮.୮% ରଖି ୧୨୩ ସ୍ଥାନ ହାସଲ କରିଥିବା ବେଳେ ଓବିସି ବିଭାଗରେ ୧୯ ସ୍ଥାନ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିବା ସହ ପରିବାର ଲୋକଙ୍କୁ ଉପହାର ପ୍ରଦାନ କରିଛନ୍ତି ବୋଲି ଅନୀଲ ମତ ପ୍ରକାଶ କରିଛନ୍ତି ଏବଂ ଆଗାମୀ ଦିନରେ ସ୍ପେସ ରିସର୍ଚ୍ଚର ହେବାକୁ ଲକ୍ଷ୍ୟ ରଖିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ଅନୀଲ ୧୦ ଶ୍ରେଣୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପଢି ୯୪.୨ % ହାସଲ କରିଥିବା ବେଳେ, +୨ ଢେଙ୍କାନାଳ ଇ-ଟେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳରୁ ୯୪.୨% ହାସଲ କରିଥିଲେ । ସେ ଏହି ସଫଳତା ପାଇଁ ତାଙ୍କର ପିତାମାତାଙ୍କ ସମେତ ସମସ୍ତ ଶିକ୍ଷକ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

one × two =