Thursday, 25/April/2024 05:22
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ସାଂସଦଙ୍କ ମହନୀୟତା

ଢେଙ୍କାନାଳ ସାଂସଦଙ୍କ ମହନୀୟତା, ଦୁର୍ଘଟଣାରେ ଆହତ ମାନଙ୍କୁ ସହାୟତା କରିବା ସହ ନିଜ ଗାଡ଼ିରେ ଆଣିଲେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ।

FB_IMG_1686103726896
Picsart_22-04-11_10-18-21-175

ଆଜି ଦିନ ୧୨ ଟା ବେଳେ ଢେଙ୍କାନାଳର ସାଂସଦ ମହେଶ ସାହୁ ଅନୁଗୁଳରୁ ଢେଙ୍କାନାଳ ଫେରିବା ରାସ୍ତାରେ ରାସୋଳର ବେଲବାହାଳି ନିକଟରେ ଏକ ଦୁର୍ଘଟଣାରେ ଗୁରୁତର ଆହତଙ୍କ ମଧ୍ୟରୁ ଜଣେ ଛୋଟ ଶିଶୁକୁ ଚାଇଁପାଳର ନଚିକେତା ବେହେରା ,

IMG-20230205-WA0003
Picsart_22-04-11_10-18-21-175

ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରିୟ ରଂଜନ ମାହୁନ୍ତଙ୍କ ସହଯୋଗରେ ରାସୋଳ ମେଡିକାଲରେ ନିଜେ ଉପସ୍ଥିତ ରହି ପ୍ରାଥମିକ ଚିକିତ୍ସା କରାଇବା ସହ ନିଜେ ଗୁରୁତର ଆହତ ଦମ୍ପତିଙ୍କୁ ଢେଙ୍କାନାଳ ମେଡିକାଲ ନେଇ ଚିକିତ୍ସା କରାଇବା ସହ ସେଠାରେ ନିଜେ ଉପସ୍ଥିତ ରହି ତାଙ୍କୁ ସମ୍ପୂର୍ଣ୍ଣ ଚିକିତ୍ସା ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Picsart_22-04-11_10-18-21-175

ରିପୋର୍ଟ- ବିଜ୍ଞାନ ମହାନ୍ତି

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

5 × four =