Thursday, 25/April/2024 03:58
Mo Dhenkanal
ଢେଙ୍କାନାଳ ଖବର

୨୨ତମ ରାଜ୍ୟ ତିରନ୍ଦାଜ ପ୍ରତିଯୋଗିତାରେ ଭାଗନେଲା ଢେଙ୍କାନାଳ ଦଳ।

କଟକ ବାରବାଟୀ ଷ୍ଟାଡିୟମଠାରେ ଆଜି ଠାରୁ ଆରମ୍ଭ ହୋଇଥିବା ୨୨ ତମ ରାଜ୍ୟ ତିରନ୍ଦାଜ ପ୍ରତିଯୋଗିତାରେ ଢେଙ୍କାନାଳ ଜିଲ୍ଲାରୁ ଭାଗନେଉଛନ୍ତି ବରିଷ୍ଠ ପୁରୁଷ ବିଭାଗରେ ସୌମ୍ୟବ୍ରତ ସାହୁ, ସୋନୁ ହେମ୍ବ୍ରମ, କନିଷ୍ଠ ବାଳିକା ବିଭାଗରେ ଦୀପିକା ମାରାଣ୍ଡି, କୋଚ ମାଧବ ମାରାଣ୍ଡି , ମ୍ୟାନେଜର ଭାବେ ଯାଇଛନ୍ତି ବରିଷ୍ଠ କ୍ରୀଡ଼ା ପ୍ରଶିକ୍ଷକ ରାମକ୍ରିଷ୍ଣ ବେହେରା ଯୋଗ ଦେଇଥିବାନେଇ ସଂଘର ସମ୍ପାଦକ ଅମୀୟ ଚାନ୍ଦ ସୂଚନା ଦେଇଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ଅମୀୟ କୁମାର ଚାନ୍ଦ
ସମ୍ପାଦକ
ଢେଙ୍କାନାଳ ତିରନ୍ଦାଜ ସଂଘ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

five × three =