Monday, 22/April/2024 03:28
Mo Dhenkanal
ଢେଙ୍କାନାଳ ଖବର

ସାଆନ୍ଦାରେ ଧାନ ମଣ୍ଡି ଉଦଘାଟିତ ।

ସାଆନ୍ଦା ସମବାୟ ସମିତି ଲି ଧାନମଣ୍ଡି ଉଦଘାଟିତ । ମା ରାମ ଚଣ୍ଡୀ ସ୍ୱୟଂ ସହାୟକ ଗୋଷ୍ଠୀ ର ସଭାପତି ସସ୍ମିତା ପାଣି ଓ ସମ୍ପାଦକ ଧରିତ୍ରୀ ପଣ୍ଡା ଅନ୍ୟାନ୍ୟ ସଭ୍ୟା ଙ୍କ ସହଯୋଗ ରେ ହୋଇଥିଲା । ମାନ୍ୟବର ମୁଖ୍ୟମନ୍ତ୍ରୀ ଏବେ ମହିଳା ମାନଙ୍କୁ ଗୁରୁତ୍ୱ ଦେଉଛନ୍ତି ଏହି ବର୍ଷ ମଣ୍ଡି କରିବା ପାଇଁ ଦାଇତ୍ୱ ଦେଇଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ପ୍ରଥମ ଦିନ ରେ ମା ସନ୍ତୋଶି ମିଳ ଧନ ଉଠେଇଥିଲେ କଇଣ୍ଟାଲ ପିଛା ୪ କିଲୋ କଟା ଯିବା କହି କରିଥିଲେ ।ଉଦଘାଟିତ ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ମମତା ପାଣି ଫିତା କାଟି ଉଦଘାଟନ କରିଥିଲେ ଅନ୍ୟାନ୍ୟ ଅତିଥି ଜିଲ୍ଲା ସଂପାଦକ ବିଜୁ ଜନତା ଦଳ ଢେଙ୍କାନାଳ ତଥା ସାଆନ୍ଦା ସରପଞ୍ଚ ଗୌତମ ପାଣି ,RMC କର୍ମଚାରୀ , ଚାଷି ଭାଇ ମନେ ଉପସ୍ଥିତ ଥିଲେ। ସମବାୟ ସମିତି ର କର୍ମଚାରୀ ପୂର୍ଣ୍ଣ ସହାୟତ କରିଥିଲେ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

17 + twenty =