Monday, 22/April/2024 02:11
Mo Dhenkanal
ଢେଙ୍କାନାଳ ଖବର

କରମୂଳ ଗ୍ରାମ ପଞ୍ଚାୟତରେ ବିଭିନ୍ନ ଉନ୍ନଉନ୍ନୟନ ମୂଳକ କାର୍ଯ୍ୟର ଶୁଭ ଉଦଘାଟନ କଲେ ସାଂସଦ ଓ ବିଧାୟକ ।

କରମୂଳ ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଯଥା ପଞ୍ଚାୟତ ମିନି ବଜାର ଗୃହ, ନୂତନ ଅଙ୍ଗନ ବାଡ଼ି କେନ୍ଦ୍ର, ଗଣେଶ ଖୋଲା ଆଡିବନ୍ଧ, ଆମ୍ବପଡା ନଦୀ କୂଳ ଓ ହାତିବାରୀ କଂକ୍ରିଟ ରୋଡ଼ର ଶୁଭ ଉଦ୍ଘାଟନ
ସହିତ ହାତିବାରି ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ଓ ଦୌଉଡେସ୍ୱର କଲ୍ୟାଣି ମଣ୍ଡପର ଭିତ୍ତିପ୍ରସ୍ତରର ହୋଇଯାଇଛି ।

FB_IMG_1686103726896
Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମରେ ଉଦ୍ଘାଟକ ଭାବେ ଢେଙ୍କାନାଳ ସାଂସଦ ଶ୍ରୀ ମହେଶ ସାହୁ, ଢେଙ୍କାନାଳ ବିଧାୟକ ଶ୍ରୀ ସୁଧୀର କୁମାର ସାମଲ ଯୋଗ ଦେଇଥିବା ବେଳେ, ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଳି ଭୁଆଁ, ବିଡ଼ିଓ ଶ୍ରୀ ସୁଧୀର କୁମାର ନାୟକ, ସରପଞ୍ଚ ଶ୍ରୀ ରାଜେଶ କୁମାର ନାୟକ, ସମିତି ସଭ୍ୟ ଶ୍ରୀ ପ୍ରଭାକର ପ୍ରଧାନ, ବ୍ଲକ ତଥା ଜିଲ୍ଲାର ସମସ୍ତ ବିଜୁ, ଯୁବ, ଛାତ୍ର, ମହିଳା ଜନତା ଦଳର କର୍ମକର୍ତ୍ତା ସମେତ ବ୍ଲକ ସରପଞ୍ଚ ଓ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ, ଶେଷରେ ସରପଞ୍ଚ ଶ୍ରୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

three × 2 =