Thursday, 25/April/2024 10:31
Mo Dhenkanal
ଢେଙ୍କାନାଳ ଖବର

ପବିତ୍ର ରଥଯାତ୍ରା ରେ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ !

ବିଜୁ ମହିଳା ଜନତା ଦଳ ଢ଼େଙ୍କାନାଳ ତଥା ସାମାଜିକ ସାଂସ୍କୃତିକ ବିକାଶ ସଂଘ ଆନୁକୁଲ୍ୟରେ ଢ଼େଙ୍କାନାଳ ଲକ୍ଷ୍ମୀ ବଜାର ଠାରେ ପବିତ୍ର ରଥ ଯାତ୍ରା ଅବସରରେ ଏକ ଦହି ସର୍ବତ ବଣ୍ଟନ କାର୍ଯ୍ୟକ୍ରମ ମାନ୍ୟବର ଢ଼େଙ୍କାନାଳ ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ଙ୍କ ସହଯୋଗ ରେ ଏବଂ ଢ଼େଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁ୍କ୍ତ ବିଜୟ କୁମାର ନାୟକ ଙ୍କ ପରାମର୍ଶ ରେ ଅନୁଷ୍ଠିତ ହୋଯାଇଅଛି।

FB_IMG_1686103726896
Picsart_22-04-11_10-18-21-175

ଏହି କାର୍ଯକ୍ରମ ରେ ଢେଙ୍କାନାଳ ଜିଲ୍ଲା ମହିଳା ସଭାପତି ଶ୍ରୀମତୀ ସାଗରିକ। ମିଶ୍ର, ରାଜ୍ୟ ମହିଳା ଉପ ସଭାନେତ୍ରୀ ସାଈ ଶ୍ରୀ ପଟ୍ଟନାୟକ,ଜିଲ୍ଲା କାର୍ଯକାରୀ ମହିଳା ସଭାପତି ରୁବି ବିଶ୍ବାଳ, ଜିଲ୍ଲା ଛାତ୍ର ଜନତା ସଭାପତି ସୁରଜ ମହାପାତ୍ର, ପୂର୍ବତନ ନଗର ପାଳ ଶ୍ରୀ ଇନ୍ଦ୍ର ମଣୀ ବେହେରା, ବିଧାୟକ ଙ୍କ ନୋମିନି ଶ୍ରୀ ଅଜୟ କୁମାର ଭଞ୍ଜ,

IMG-20230205-WA0003
Picsart_22-04-11_10-18-21-175

ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଦେବାଶିଷ ମିଶ୍ର, ଯୁବ ନେତା ଶ୍ରୀ ରଞ୍ଜନ କୁମାର ନାୟକ,ମହିଳା ଉପ ସଭାନେତ୍ରୀ ଉର୍ବଶୀ ମହାପାତ୍ର , ସାଧାରଣ ସମ୍ପାଦକ ଶ୍ରଦ୍ଧାଞ୍ଜଳି ସାହୁ, ଢ଼େଙ୍କାନାଳ ନଗର ମହିଳା ସଭାପତି ଶୁଭଲକ୍ଷ୍ମୀ ସାହୁ, ଗୋନ୍ଦିଆ ବ୍ଲକ ମହିଳା ସଭାପତି ସୁଭଲକ୍ଷ୍ମି ପରିଡ଼ା, ସାମାଜିକ ସାଂସ୍କୃତିକ ବିକାଶ ସଂଘ ର ସମ୍ପାଦିକା ସୁଶ୍ରୀ ଅନନ୍ୟା ଦାସ, ଶ୍ରୀମତୀ କୁଶିଦା ବେଗୁମ୍, ଛାତ୍ର ଜନତା ନଗର ସଭାପତି ସୋନୁର।ମ୍ ସିଂ, ଢ଼େଙ୍କାନାଳ ଜିଲ୍ଲା IT ସଂଯୋଜକ ଗଙ୍ଗାଧର ରାଉତ ଏବଂ ଢ଼େଙ୍କାନାଳ ପୌର କାଉନସିଲର ମାନେ ଉପସ୍ଥିତ ରହି କାର୍ଯକ୍ରମ ରେ ସହଯୋଗ କରିଥିଲେ।ଆଗାମୀ ଦିନରେ ବିଜୁ ମହିଳା ଜନତା ଦଳ ତରଫରୁ ବିଭିନ୍ନ ସାମାଜିକ କାର୍ଯକ୍ରମ ଢ଼େଙ୍କାନାଳ ର ପ୍ରତ୍ୟେକ ବିଧାନ ସଭାରେ ମାନ୍ୟବର ବିଧାୟକ ମାନଙ୍କ ପରାମର୍ଶରେ ଜାରି ରହିବ ବୋଲି ସଗରିକା ମିଶ୍ର ଜଣାଇ ଥିଲେ ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

19 + 12 =