Thursday, 25/April/2024 03:45
Mo Dhenkanal
ଢେଙ୍କାନାଳ ଖବର

କାମାକ୍ଷାନଗର ବିଜୁ ଜନତା ଦଳ ତରଫରୁ ବିଜୁ ପଟ୍ଟନାୟକ ଙ୍କ ୨୬ ତମ ଶ୍ରାଦ୍ଧଦିବସ ପାଳିତ ।

କାମାକ୍ଷାନଗର ବିଜୁ ଜନତା ଦଳ ତରଫରୁ ଆଜି ବିଜୁ ପଟ୍ଟନାୟକ ଙ୍କ ୨୬ ତମ ଶ୍ରାଦ୍ଧ ଦିବସ ନିରାଡମ୍ବର ଭାବେ ପାଳିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା ଵିଜୁ ଯୁଵ ଜନତା ଦଳ ସଭାପତି ତଥା ମାନ୍ୟବର ନଗରପାଳ ଶ୍ରୀଯୁକ୍ତ ଧର୍ମାନନ୍ଦ ପରିଡା ମହୋଦୟଙ୍କ ସଭାପତିତ୍ବରେ

FB_IMG_1686103726896
Picsart_22-04-11_10-18-21-175

ସକାଳ ୭ ଘଟିକା ସମୟ ରେ କାମାକ୍ଷାନଗର ଉପଖଣ୍ଡ ଡ଼ାକ୍ତରଖାନା ଠାରେ ସଫେଇ ଅଭିଯାନ ପରେ ଵିଜୁ ପଟ୍ଟନାୟକ ବସ୍ ଷ୍ଟାଣ୍ଡ ଠାରେ ବିଜୁ ଵାଵୁଙ୍କ ପ୍ରତିମୂର୍ତ୍ତିର ମାଲ୍ୟାର୍ପଣ ଏଵଂ ପରିଶେଷରେ ଵିଜେଡି କାର୍ଯ୍ୟାଳୟ ଠାରେ ଏକ ସଭା ଅନୁଷ୍ଠିତ ହୋଇଯାଇଅଛି ।

IMG-20230205-WA0003
Picsart_22-04-11_10-18-21-175

ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ମହୋଦୟଙ୍କ ସହ କାମାକ୍ଷନଗର ଵ୍ଲକ ସଭାପତି ସମ୍ମାନୀୟ ଶ୍ରୀ ଲଳିତ କୁମାର ସାହୁ, ନଗର ସଭାପତି ସମ୍ମାନୀୟ ଶ୍ରୀ ଆଦିତ୍ୟ ଆଚାର୍ଯ୍ୟ , ଭୁବନ ଵ୍ଲକ ଓ ନଗର ସଭାପତି ମହୋଦୟ , ମାନ୍ୟବର କାମାକ୍ଷନଗର ଵ୍ଲକ ଅଧ୍ୟକ୍ଷ ସମ୍ମାନୀୟ ଶ୍ରୀ ପ୍ରେମାନନ୍ଦ ସାହୁ, ଭୁବନ ନଗରପାଳ ସମ୍ମାନୀୟ ଶ୍ରୀ ଶୁଭେନ୍ଦୁ ସାହୁ ,

Picsart_22-04-11_10-18-21-175

ସମ୍ମାନୀୟା ଉପ-ନଗରପାଳ ଶ୍ରୀମତୀ ସକୁନ୍ତଳା ସେଠୀ ,ବରିଷ୍ଠ ବିଜେଡି ଶିକ୍ଷାବିତ୍ ସମ୍ମାନୀୟ ମେଜର ପ୍ରଭାତ କୁମାର ଦାଶ , କାମାକ୍ଷନଗର ନିର୍ବାଚନ ମଣ୍ଡଳୀର ଦୁଇଟି ଵ୍ଲକର ଛାତ୍ର,ଯୁବ ,ମହିଳା ସଭାପତି ଗଣ , ମାନ୍ୟଗଣ୍ୟ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା ଵୃନ୍ଦ, ମାନ୍ୟଗଣ୍ୟ ସମିତିସଭ୍ୟ , ସରପଞ୍ଚ, କାଉନସିଲର ଓ ଦଳୀୟ ଦାୟିତ୍ଵରେ ଥିବା କର୍ମକର୍ତ୍ତା ଵୃନ୍ଦ ଯୋଗଦେଇଥିଲେ ।

ରିପୋର୍ଟ- ଦେବୀଦତ୍ତ ମହାପାତ୍ର, କାମାକ୍ଷାନଗର

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

twelve − 4 =