Thursday, 25/April/2024 09:48
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ବିଜୁ ମହିଳା ଜନତା ଦଳର ନୂତନ ଦାଇତ୍ଵ, ସାଗରିକା ମିଶ୍ର, ସଭାପତି, ରୁବି ବିଶ୍ୱାଳ କାର୍ଯ୍ୟକାରୀ ସଭାପତି

ବିଜୁ ଜନତା ଦଳ ସଭାପତି ତଥା ଓଡିଶା ମାନ୍ୟବର  ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକଙ୍କ ପ୍ରମର୍ଶ କ୍ରମେ ରାଜ୍ୟ ବିଜେଡି ମହିଳା ସଭାପତି ସ୍ନେହାଙ୍ଗିନୀ ଛୁରିଆ ଙ୍କ ଅନୁମୋଦନ ରେ ଢେଙ୍କାନାଳ ଜିଲ୍ଲା ର ନୂତନ ବିଜୁ ମହିଳା ସଭାନେତ୍ରୀ ଭାବେ ସାଗରୀକା ମିଶ୍ର, ରୁବି ଙ୍କୁ ଢେଙ୍କାନାଳ ଜିଲ୍ଲାର ମହିଳା ସଂଗଠନ ଦାଇତ୍ୱ  ପ୍ରଦାନ ଏବଂ କାର୍ଯ୍ୟକାରୀ ମହିଳା ସଭାନେତ୍ରୀ ଭାବେ ରୁବି ବିଶ୍ୱାଳ ଙ୍କୁ ଢେଙ୍କାନାଳ ଜିଲ୍ଲାର ମହିଳା ସଂଗଠନ ଦାଇତ୍ୱ  ପ୍ରଦାନ କରି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଜିଲ୍ଲା ବାସୀ ମାନ୍ୟବର  ମୁଖ୍ୟମନ୍ତ୍ରୀ ଓ ମହିଳା ରାଜ୍ୟ ସଭାପତି ଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

three × 5 =