Monday, 22/April/2024 02:24
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ଆଭା ସେଛାସେବୀ ଅନୁଷ୍ଠାନ ପକ୍ଷରୁ କାମନା ଦେବୀ ଚୈତ୍ର ମହୋତ୍ସବ ଉଦ୍‌ଘାଟିତ

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ ଆଭା ସେଛାସେବୀ ଅନୁଷ୍ଠାନ ପକ୍ଷରୁ କମନା ଦେବୀ ଚୈତ୍ର ମହୋତ୍ସବ ଉଦ୍‌ଘାଟିତ ହୋଇଛି । ଏହି ମହୋତ୍ସବ ଦୁଇ ଦିନ ଧରି ଅନୁଷ୍ଠିତ ହେବ । ଏହି ମହୋତ୍ସବ ମାଧ୍ୟମରେ ଗ୍ରାମାଞ୍ଚଳର ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ସହ ବରିଷ୍ଠ ପ୍ରତିଭାମାନକୁ ସମ୍ବନ୍ଧିତ କରାଯଇଚ୍ଛା ପ୍ରଥମ ଦିବସରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଦକ୍ଷ କୋଦଣ୍ଡ ଧର ସାହୁ, ସମ୍ମାନିତ ଅତିଥି ଭାବେ ଆଦର୍ଶ ଶିକ୍ଷକ ତଥା ସାହିତ୍ୟକ ଡ.ନିରଞ୍ଜନ ଦାସ, ଶିକ୍ଷୟତ୍ରୀ ତଥା ସୁସାହିତିକା ସୁକାନ୍ତି ସାହୁ, ମାଇକ୍ରୋମିଡ଼ିଆ ନିର୍ଦ୍ଦେଶକ ତଥା କବି, ସାମ୍ବାଦିକ ଅଥୟ କୁମାର ସାହୁ ଯୋଗଦାନ କରିଥିଲେ । ଏହି ଅବସରରେ କଳାକାର ମାନଙ୍କୁ ଅତିଥି ମାନେ ସମୃଦ୍ଧିତ କରିଥିଲେ । କାଯ୍ୟକ୍ରମ ସମ୍ପର୍କରେ ଅନୁଷ୍ଠାନର ସଂପାଦକ ଲକ୍ଷ୍ମୀଧର ନାୟକ ମତ ବ୍ୟକ୍ତ କରିଥିବାବେଳେ ସଭାପତି ସୁବାସ ଚନ୍ଦ୍ର ସ୍ଵାଇଁ ଅନ୍ୟବାଦ ଅର୍ପଣ କରିଥିଲେ । କାର୍ଯକ୍ରମକୁ ସାହିତ୍ୟିକ ସଂଙ୍ଗଠକ ମନୋଜ କୁମାର ସାହୁ ପରିଚାଳନା କରିଥିଲେ। ପରେ ମୟୂର ଅନୁଷ୍ଠାନ ପକ୍ଷରୁ ସାଂକୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

two × five =