Thursday, 25/April/2024 10:58
Mo Dhenkanal
ଢେଙ୍କାନାଳ ଖବର

ଏ ବି ଭି ପି ପକ୍ଷରୁ ନଗର ସମ୍ମିଳନୀ ଅନୁଷ୍ଠିତ !

ଢେଙ୍କାନାଳ ଏ ବି ଭି ପି ପକ୍ଷରୁ ଢେଙ୍କାନାଳ ନଗର ରେ ନଗର ସମ୍ମିଳନୀ ହୋଇଯାଇଛି। ଏଠାରେ ନୂତନ ଭାବରେ ନଗର ସମ୍ପାଦକ ରୂପେ ପ୍ରଥମ ହୋତା ଏବଂ ନଗର ସଭାପତି ଭାବେ ପ୍ରିୟବ୍ରତ ପ୍ରଧାନ ଙ୍କୁ ଚୟନ କରାଯାଇଛି। ଏହି ସମିଳନୀ ରେ ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି ଭାଇ ଉପସ୍ଥିତ ରହି ନିଜର ଆହ୍ବାନ କର୍ମୀ ଅଭିଭାଷଣ ରଖିଥିଲେ। ବିଭାଗ ପ୍ରମୁଖ ଚିତରଞ୍ଜନ ରାଉତରାୟ ଉପସ୍ଥିତ ରହି ନୂତନ ନଗର କାର୍ଯ୍ୟକରିଣୀ ଘୋଷଣା କରିଥିଲେ।ଏହି ସଭା ରେ ଜିଲ୍ଲା ସଂଯୋଜକ ସୁଧାକର ସାହୁ ସ୍ଵାଗତ ଅଭିଭାଷଣ ରଖିଥିଲେ ଏବଂ ଜିଲ୍ଲା ସହ ସଂଯୋଜକ ଅରୁପ ପଟ୍ଟନାୟକ ସଭାସାଙ୍ଗ ଏବଂ ଧନ୍ୟବାଦ ଅଭିଭାଷଣ ରଖିଥିଲେ।

FB_IMG_1686103726896
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

IMG-20230205-WA0003
Picsart_22-04-11_10-18-21-175
Picsart_22-04-11_10-18-21-175

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

fifteen + eleven =