Thursday, 25/April/2024 05:08
Mo Dhenkanal
ଢେଙ୍କାନାଳ ଖବର

ଢେଙ୍କାନାଳ ଏବିଭିପି ପକ୍ଷରୁ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ।

ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ଢେଙ୍କାନାଳ ଦ୍ୱାରା ରକ୍ଷା ବନ୍ଧନ ପାଳିତ ହୋଇଯାଇଛି।

FB_IMG_1686103726896
Picsart_22-04-11_10-18-21-175

ରକ୍ଷା ବନ୍ଧନ ଅବସରରେ ଢେ଼ଙ୍କାନାଳ ଟାଉନ ଥାନା ଅଧିକାରୀ ଏବଂ ସମସ୍ତ କର୍ମକର୍ତ୍ତା ମାନଙ୍କୁ ରାକ୍ଷୀ ଭିଡା ଯାଇଥିଲା। ତତ୍ସହିତ ଢେ଼ଙ୍କାନାଳ ଟାଉନର ମିଡ଼ିଆ ଭାଇ ମାନଙ୍କୁ ମଧ୍ୟ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ର କାର୍ଯ୍ୟକର୍ତା ଭିଡିଥିଲେ।

IMG-20230205-WA0003
Picsart_22-04-11_10-18-21-175

ଏହି କାର୍ଯ୍ୟକ୍ରମ କ୍ରମରେ ଜିଲ୍ଲା ସଂଯୋଜକ ଅରୁପ ପଟ୍ଟନାୟକ ସହ ସଂଯୋଜିକ ଅନନ୍ୟା ହୋତା ନଗର ସଂପାଦକ ପ୍ରଥମ ହୋତା ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତା ମନେ ଉପସ୍ଥିତ ରହି ରକ୍ଷ୍ୟା ବନ୍ଧନ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

twenty + fifteen =