Monday, 07/October/2024 11:01
Mo Dhenkanal
ଢେଙ୍କାନାଳ ଖବର

୫ ଫୁଟର ନାଗ ଉଦ୍ଧାର କଲେ ପାପୁନ ଦାସ !

ଢେଙ୍କାନାଳ ପରିବହନ କାର୍ଯ୍ୟାଳୟ କଲୋନୀରୁ ଶୁକ୍ରବାର ଏକ ୫ ଫୁଟ ଲମ୍ବର ନାଗ ଉଦ୍ଧାର କରାଯାଇଛି । ଉକ୍ତ ସାପଟି କଲୋନୀରେ ପସିଯାଇଥିବା ସୂଚନା ପାଇ ବନ୍ୟକ ଫାଉଣ୍ଡେସନର ପାପୁନ ଦାସ ପହଞ୍ଚି ନାଗକୁ ଉଦ୍ଧାର କରିଥିଲେ ।

FB_IMG_1686103726896
Picsart_22-04-11_10-18-21-175

ବନ ବିଭାଗକୁ ଅବଗତ କରାଇ ଏହାକୁ ନିକଟସ୍ଥ ଜଙ୍ଗଲରେ ସୁରକ୍ଷିତ ଭାବେ ଛାଡି ଦେଇଥିଲେ ଶ୍ରୀଦାସ । ଖରାଦିନେ ଅସହାୟ ଗରମରୁ ସରୀସୃପ ଜାତୀୟ ପ୍ରାଣୀ ମାନେ ଜନବସତୀ ମୁହାଁ ହେଉଛନ୍ତି । ତେଣୁ ଏଥିପ୍ରତି ସତର୍କ ରହିବାକୁ ବନ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

IMG-20230205-WA0003
Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Picsart_22-04-11_10-18-21-175

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

20 − seven =