Monday, 22/April/2024 02:26
Mo Dhenkanal
ଢେଙ୍କାନାଳ ଖବର

୪ର୍ଥ ରାଜ୍ୟ ଆଦିବାସୀ ତିରନ୍ଦାଜ ପ୍ରତିଯୋଗିତା “ଲୋଗୋ” ଉନ୍ମୋଚିତ ।

ଢେଙ୍କାନାଳ ତା: ୩୦/୧୧/୨୦୨୨- ଆସନ୍ତା ଡିସେମ୍ବର ମାସ ୯ ରୁ ୧୧ ତାରିଖ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲା ତିରନ୍ଦାଜ ସଂଘ ଓ ରାଜ୍ୟ ତିରନ୍ଦାଜ ସଂଘ ସହଯୋଗରେ ହେବାକୁଥିବା ୪ର୍ଥ ଆଦିବାସୀ ତିରନ୍ଦାଜ ପ୍ରତିଯୋଗିତା ୨୦୨୨ର ସ୍ୱତନ୍ତ୍ର “ଲୋଗୋ”

FB_IMG_1686103726896
Picsart_22-04-11_10-18-21-175

ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ସେଠୀ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଉନ୍ମୋଚିତ କରିଛନ୍ତି ।

IMG-20230205-WA0003
Picsart_22-04-11_10-18-21-175

ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ତିରନ୍ଦାଜ ସଂଘର ସଭାପତି ଶ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ପ୍ରତିଯୋଗିତାର ସାଙ୍ଗଠନିକ ଉପ ସଭାପତି ରୋଟାରୀଆନ ରାଜକିଶୋର ବେହେରା,

Picsart_22-04-11_10-18-21-175

ସମ୍ପାଦକ ଶ୍ରୀ ଅମୀୟ ଚାନ୍ଦ, କୋଷାଧ୍ୟକ୍ଷ ଶ୍ରୀ ଅଚ୍ୟୁତ ସାହୁ ଏବଂ ଆୟୋଜକ କମିଟିର ସଦସ୍ୟ ଇଂ ସୌମ୍ୟବ୍ରତ ସାହୁ ପ୍ରମୁଖ ଉପସ୍ଥିତରହି କାର୍ଯ୍ୟକ୍ରମକୁ ପରିଚାଳିତ କରିଥିଲେ ।

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

two × 5 =