Monday, 07/October/2024 10:42
Mo Dhenkanal
ଢେଙ୍କାନାଳ ଖବର

ଓଡ଼ିଶା ସ୍କିଲ କନକ୍ଲେଭ୍ ରେ ଯୋଗ ଦେବା ପାଇଁ ଭୁବନେଶ୍ବର ଅଭିମୁଖେ ଯାତ୍ରା କଲେ ଢେଙ୍କାନାଳ ଛାତ୍ରଛାତ୍ରୀ ।

ତା ୧୯.୦୪.୨୦୨୩ ଢେଙ୍କାନାଳ ରୁ ୪୨ ଜଣିଆ ଟିମ୍ ୨୦ ରୁ ୨୨ ଏପ୍ରିଲ ୨୦୨୩ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡିୟମ୍ ରେ ହେବାକୁଥିବା ଓଡ଼ିଶା ସ୍କିଲ କଂକ୍ଲଭ୍ ରେ ଯୋଗ ଦେବା ପାଇଁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିଥିଲେ ।

FB_IMG_1686103726896
Picsart_22-04-11_10-18-21-175

ଏହି ଟିମ୍ ରେ ୧୦ ଜଣ ସ୍କୁଲ ଛାତ୍ର ଛାତ୍ରୀ, ୮ ଜଣ କଲେଜ ଛାତ୍ର ଛାତ୍ରୀ, ୧୦ ଜଣ ITI, Polytechnic ଛାତ୍ର ଛାତ୍ରୀ, ୧୦ ଜଣ STEM ଶିକ୍ଷକ, ଶିକ୍ଷୟତ୍ରୀ, ୨ ଜଣ OSDA- PLTP ରୋଲ ମଡେଲ ଙ୍କ ସମେତ ନୋଡାଲ ଅଫିସର ଲିଙ୍କନ ମହାନ୍ତି ଏବଂ ଜିଲ୍ଲା ନିୟୋଜନ ଅଧିକାରୀ ଥିଲେ।

IMG-20230205-WA0003
Picsart_22-04-11_10-18-21-175

ବସ ଟି ଢେଙ୍କାନାଳ କଲେକ୍ଟର ଅଫିସ ରୁ ବାହାରି ଥିଲ।। କଲେକ୍ଟର ସରୋଜ କୁମାର ସେଠୀ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ରମେଶ ଚନ୍ଦ୍ର ସେଠୀ, ଅନ୍ୟ ବିଭାଗୀୟ ଅଧିକାରୀ ଙ୍କ ଉପସ୍ଥିତି ରେ ଫ୍ଲାଗ ଅଫ କରିଥିଲେ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଢେଙ୍କାନାଳ ମହିଳା ମହାବିଦ୍ୟାଳୟରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ।

Mo Dhenkanal

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ :ଢେଙ୍କାନାଳରେ ୯୫.୧୨% ପାସ ହାର, ୧୧:୩୦ରେ ୱେବସାଇଟ୍‌ରେ ପରୀକ୍ଷା ଫଳ ଦେଖିପାରିବେ ଛାତ୍ରଛାତ୍ରୀ ।

Mo Dhenkanal

ଆଜି ପୂର୍ବାହ୍ନରେ ମାଟ୍ରିକ, ଅପରାହ୍ନରେ ଯୁକ୍ତ ୨ ଫଳାଫଳ।

Mo Dhenkanal

Leave a Comment

eighteen − 5 =