Thursday, 25/April/2024 10:03
Mo Dhenkanal
ଢେଙ୍କାନାଳ ଖବର

ଢ଼େଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର +୩ ଫଳ ପ୍ରକାଶ!

FB_IMG_1686103726896
Picsart_22-04-11_10-18-21-175

ଢେଙ୍କାନାଳ ସ୍ୱଂୟଶାସିତ ମହାବିଦ୍ୟାଳର +୩ ପରୀକ୍ଷା ଫଳ ପ୍ରକାଶ ପାଇଲା । ଜିଲ୍ଲା ପାଇଁ ଗୌରବ ଅର୍ଜନ କରିଛନ୍ତି ଅମୃତ ବିନୟ ପ୍ରଧାନ । ସେ ଢେଙ୍କାନାଳ ସ୍ୱଂୟଶାସିତ ମହାବିଦ୍ୟାଳର ର ଛାତ୍ର ଅଟନ୍ତି ।ଅମୃତ  ଶତକଡ଼ା ୯୦.୩୩ ରଖି ଟପ୍ପର ହୋଇଛନ୍ତି ।
  ମିନବଜାରର ଅଭିରାମ ପ୍ରଧାନ ଓ ବସନ୍ତ ମଞ୍ଜରୀ ପ୍ରଧାନଙ୍କ ଔରସରୁ ଜନ୍ମ ଅମୃତ ନିଜ କଲେଜ ତଥା ସମଗ୍ର ଜିଲ୍ଲାପାଇଁ ଗୌରବ ଆଣିଦେଇଛନ୍ତି । ତାଙ୍କର ଏହି କୃତିତ୍ୱ ପାଇଁ ସେ ତାଙ୍କର ପିତାମାତା, ଗୁରୁଜନ ,ସାଙ୍ଗସାଥି ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମାନଙ୍କୁ ଶ୍ରେୟ ଦେଇଛନ୍ତି ।

IMG-20230205-WA0003
Picsart_22-04-11_10-18-21-175


  କଲେଜ ତରଫରୁ ତାଙ୍କର ଉଜ୍ବଳ ଭବିଷ୍ୟତ ପାଇଁ କାମନା କରାଯାଇଛି । ଏହିବର୍ଷ କୋରନା ହେତୁ ଅଫଲାଇନ ପରୀକ୍ଷା ଅସମ୍ଭବ ହୋଇପଡିଥିବା ବେଳେ ସରକାରଙ୍କର ନିର୍ଦେଶ କ୍ରମେ ଅନଲାଇନ ପରୀକ୍ଷା କରାଯାଇଥିଲା ବୋଲି କଲେଜର ପ୍ରିନ୍ସିପାଲ ରଞ୍ଜିତ କୁମାର ପ୍ରଧାନ କହିଛନ୍ତି ।
   ଏହି ପରୀକ୍ଷାଫଳ ପ୍ରକାଶ ପରେ ଏକ ପ୍ରେସ ମିଟ ଡକାଯାଇଥିଲା ।ଉକ୍ତ ପ୍ରେସ ମିଟ  ସମୟରେ କଲେଜର ପ୍ରିନ୍ସିପାଲ ରଞ୍ଜିତ କୁମାର ପ୍ରଧାନ , କଣ୍ଟ୍ରୋଲର ଜୟଦେବ ପାଢ଼ୀ, ଡେପୁଟି କଣ୍ଟ୍ରୋଲର ଡକ୍ଟର ସଞ୍ଜୀବ କୁମାର ମହାପାତ୍ର,  ପ୍ରଶାନ୍ତ କୁମାର ପରିଡା ଙ୍କ ସମେତ ଅନ୍ୟ କର୍ମଚାରୀମାନେ  ଉପସ୍ଥିତ ଥିଲେ ।

Picsart_22-04-11_10-18-21-175

ବ୍ୟୁରୋ ରିପୋର୍ଟ ମୋ ଢେଙ୍କାନାଳ

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

two × 3 =