Thursday, 25/April/2024 10:34
Mo Dhenkanal
ଢେଙ୍କାନାଳ ଖବର

ଦ୍ୱିତୀୟ ଅଧିକାରୀ ସାମଲ ସ୍ମାରକୀ ରାତ୍ରିକାଳିନ କ୍ରିକେଟ ମ୍ୟାଚ ଉଦ୍‌ଘାଟିତ ।

ଢେଙ୍କାନାଳ ମିନି ଷ୍ଟାଡିୟମ ପରିସରରେ ମହାବୀର ବଜାର କ୍ରିକେଟ କ୍ଲବ ପକ୍ଷରୁ ଦିତୀୟ ଅଧିକାରୀ ସାମଲ ସ୍କାରକି କ୍ରିକେଟ୍ ମ୍ୟାଚ ଉଦ଼ଘାଟିତ ହୋଇଛି । ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ସମାଜସେବୀ ଗଙ୍ଗାଧର ସାମଲ ଏବଂ ରମେଶ ସାମଲଙ୍କ ପିତା ୰ ଅଧିକାରୀ ସାମଲ ଙ୍କ ନାମରେ ଏହି ମ୍ୟାଚ ଅନୁଷ୍ଠିତ ହେଉଅଛି । ଏହି କ୍ରିକେଟ ମ୍ୟାଚରେ ରାଜ୍ୟର ୧୬ ଟି ଦଳ ଅଂଶଗ୍ରହଣ କରିବେ ।

FB_IMG_1686103726896
Picsart_22-04-11_10-18-21-175

ଏହି ମ୍ୟାଚକୁ ମହାବୀର ବଜାର କ୍ରିକେଟ କ୍ଳବ୍ ପକ୍ଷରୁ ଆୟୋଜନ କରାଯାଇଛି । ରାଜ୍ୟ ସ୍ତରୀୟ ଦ୍ଵିତୀୟ ଅଧିକାରୀ ସାମଲ ସ୍କାରକୀ ଦିବାରାତ୍ର କ୍ରିକେଟ ପ୍ରତିଯୋଗିତ ଉଦଘାଟିତ ହୋଇଛି । ଏହି ପ୍ରତିଯୋଗିତାରେ ଢେଙ୍କାନାଳ ସମେତ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରୁ ୧୬ ଟି ଦଳ ଭାଗ ନେଇଥିଲେ । ବିଶିଷ୍ଟ ସମାଜସେବୀ ଗଙ୍ଗାଧର ସାମଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରତିଯୋଗିତା କୁ ଉଦ୍ ଘାଟନ କରିଥିଲେ ।

IMG-20230205-WA0003
Picsart_22-04-11_10-18-21-175

ପୌର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର , ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ଦେବାଶିଶ ମିଶ୍ର, ଯୁବନେତା ଶ୍ରୀକାନ୍ତ ଧଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥିମାନେ ପ୍ରଥମେ ସ୍ଵର୍ଗତଃ ଅଧିକାରୀ ସାମଲ ଙ୍କ ଫଟୋ ଚିତ୍ରରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ । ଉଦଘାଟନୀ ମ୍ୟାଚ ଢେଙ୍କାନାଳ ଓ କଟକ ମଧ୍ୟରେ ହୋଇଥିଲା । କଟକ ଦଳ ଟସ ରେ ଜିତି ଢେଙ୍କାନାଳ ଦଳକୁ ପ୍ରଥମେ ବ୍ୟାଟିଂ କରିବାକୁ ଦେଇଥିଲେ ।

Picsart_22-04-11_10-18-21-175


ମହାବିର ବଜାର କ୍ରିକେଟ କ୍ଳବ ର ସଭାପତି ସୂର୍ଯ୍ୟକାନ୍ତ ପରିଡା ଓ ସଂପାଦକ ନିର୍ମାଲ୍ୟ ଚନ୍ଦ୍ର ସିଂ ଙ୍କ ସମେତ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ । ଏହି ରାତ୍ରି କାଳିନ ମ୍ୟାଚ୍ ଦେଖିବାପାଇଁ ବହୁ କ୍ରିକେଟ ପ୍ରେମୀ ଓ ଦର୍ଶକ ମାନଙ୍କର ସମାଗମ ହୋଇଥିଲା ।

ସୌମ୍ୟବ୍ରତ ସାହୁ, ମୋ ଢେଙ୍କାନାଳ !

Related posts

ଏକକାଳୀନ ସାଧାରଣ ନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହିତ ନିର୍ବାଚନ ଅଧିକାରୀମାନଙ୍କ ଆଲୋଚନା।

Mo Dhenkanal

ଢେଙ୍କାନାଳ ଲୋକସଭା ପାଇଁ ବିଜେଡିରୁ ଲଢ଼ିବେ ଯୁବ ସମାଜସେବୀ ଡ଼ା. ଅବିନାଶ ସାମଲ ।

Mo Dhenkanal

ଫେବ୍ରୁଆରୀ ୨୧ରେ ହେବ ଜାତୀୟ ଗୋଲୋକ ବିହାରୀ ଧଳ ଭାଷା ସମାବେଶ !

Mo Dhenkanal

Leave a Comment

three × two =